ମୁଖ୍ୟ ଅଥିତି ଭାବେ ଯୋଗଦାନ କଲେ ଭବାନୀ ଶଙ୍କର ବଣିଆ
Friday, December 05, 2025
0
ଧର୍ମଗଡ, ଧର୍ମଗଡ ବ୍ଲକ ଅନ୍ତର୍ଗତ ବିରାମାଲ ଓ ମଝେନପଦର ଗାଁ ରେ ମହା ସମାରୋହ ରେ ଅନୁଷ୍ଠିତ ହୋଇଛି! ମା ମହାଲଷ୍ମୀ ପୂଜା ଉକ୍ତ କାଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ପଣ୍ଡରା ମାଳି ଯୁବ ବାହିନୀ ସଭାପତି ତଥା ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ଯୁବ ନେତା ତଥା ନଦ ଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶ୍ରୀ ଯୁକ୍ତ ଭବାନୀ ଶଙ୍କର ବଣିଆ ମୁଖ୍ୟ ଅଥିତ ଭାବେ ଯୋଗଦାନ କରି ଥିବା ବେଳେ ସମାଜ ସେବୀ ଶ୍ରୀ ଯୁକ୍ତ ସଞ୍ଜୟ ପଟେଲ ନଦ ଗାଁ କୃଷି ସେବା ସମବାୟ ର ସଭାପତି ଶ୍ରୀ ଯୁକ୍ତ ଖଗେଶ୍ୱର ବଣିଆ ସମ୍ମାନିତ ଅଥିତି ଭାବେ ଯୋଗଦାନ କରିଥିଲେ ଏବଂ ଗ୍ରାମର ଅନେକ ଜଣ ସାଧାରଣ ଙ୍କ ଉପସ୍ଥିତ ରେ ମୁଖ୍ୟ ଅଥିତି ଏବଂ ସମ୍ମାନିତ ଅଥିତି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା! ଏବଂ ମୁଖ୍ୟ ଅଥିତି ଙ୍କ କର କମଳରେ ଫିତା କାଟି ଶୁଭାରମ୍ଭ ଉଦଘାଟନ ହୋଇଥିଲା ପରି ଶେଷରେ ବିଶ୍ୱ ପଡିଧାତ୍ରି ମା ଲଷ୍ମୀ ପୁଜା ବିଷୟକୁ କେନ୍ଦ୍ର କରି ପୁଙ୍ଖାନୁ ପୁଙ୍ଖ ଭାବରେ ଆଲୋଚନା କରି ଥିଲେ
Tags

