ପାପୁନର ଜନ୍ମବାର୍ଷିକୀ ପାଳିତ

ଆଜତକ ଓଡ଼ିଶା
0

ଅସ୍ତରଙ୍ଗ (୦୨/୧୨ ଅଲେଖ ବିଶ୍ଵାଳ ) ଅସ୍ତରଙ୍ଗ ବାସଭବନ ଠାରେ ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ଶାଖା ଅସ୍ତରଙ୍ଗ ପ୍ରେସ୍ କ୍ଲବ୍ ର ସଭାପତି ଶରତ ପରିଡ଼ା ଙ୍କ ଝିଆରୀ ଲିପ୍ସା ରାଣୀ ପରିଡ଼ା (ପାପୁନ) ର ୧୧ତମ ଜନ୍ମବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅସ୍ତରଙ୍ଗ ମେରାଇନ ଥାନା ଅଧିକାରୀ ଶ୍ରୀଯୁକ୍ତ ଅଚ୍ୟୁତ ବେହେରା ଯୋଗଦେଇ ପାପୁନ କୁ ମିଠା ଖୁଆଇ ଉତ୍ତରୀୟ କାମନା କରିବା ସହିତ କୋମଳମତି ଶିଶୁମାନଙ୍କୁ ମିଠା ଖୁଆଇ ଆଜିର ଶିଶୁ କାଲିର ଭବିଷ୍ୟତ ଆମ୍ଭ ସମାଜ ପାଇଁ ଆପଣ ମାନେ ଆମର ଭବିଷ୍ୟତ ବୋଲି କହିଥିଲେ। ଆୟୋଜିତ ଜନ୍ମ ବାର୍ଷିକୀ ଉତ୍ସବରେ ବାପା ଆରତ ପରିଡ଼ା, ମାଆ ମିଲି ପରିଡ଼ା, ଜେଜେମା ପ୍ରତିମା ପରିଡ଼ା, ବଡ଼ ମାଆ ପୁଷ୍ପଲତା ପରିଡ଼ା, ମାମୁନ, ଓମ୍ ପରିଡ଼ା, ଜଗା, ଗୁଡୁ, ସୋନୁ, ଗେଲି ଙ୍କ ସହ ପରିବାର ବର୍ଗ ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default