ଆଲୋକ କୁମାର ଦାଶ ଙ୍କୁ ଯୁବ କଂଗ୍ରେସ ଜ଼ିଲ୍ଲା ସଭାପତି ଦାଇତ୍ୱ ମିଳିଛି

ଆଜତକ ଓଡ଼ିଶା
0


ଭୁବନେଶ୍ୱର /ପୁରୀ :(ସମୀର ରଞ୍ଜନ ନାୟକ )ରାଜ୍ୟ ଯୁବ କଂଗ୍ରେସ ର ନିର୍ବାଚନ ରେ ନିର୍ବାଚିତ ହୋଇଥିବା ପୂର୍ବରୁ ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ ଙ୍କୁ ପୁନଃଶ୍ଚ ଯୁବ କଂଗ୍ରେସ ଜ଼ିଲ୍ଲା ସଭାପତି ଦାଇତ୍ୱ ମିଳିଛି । ଏହି ଦାଇତ୍ୱ ପାଇଁ ଆଲୋକ ପୁରୀର ଯୁବପିଢିଙ୍କ ସହ ଜ଼ିଲ୍ଲା ରାଜନୀତିରେ ବିରୋଧୀ ଦଳର ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଅନ୍ୟାୟ ବିରୋଧରେ କଂଗ୍ରେସ ର ବିଚାରଧାରା କୁ  ନେଇ ଜୋରଦାର ଲଢେଇ ଲଢ଼ିବାକୁ ପ୍ରତିଶୃତି ଦେଇଥିବା ସହ ଜ଼ିଲ୍ଲା ଓ ରାଜ୍ୟ କଂଗ୍ରେସ ର ସମସ୍ତ ନେତୃତ୍ୱ ଙ୍କୁ ଧନ୍ୟବାଦ ଜଣାଇ ଜାତୀୟ କଂଗ୍ରେସ ର ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମାଲିକାର୍ଜୁନ ଖଡ଼ଗେ ଙ୍କ ସହ ଜାତୀୟ ଯୁବ କଂଗ୍ରେସ ସଭାପତି ଉଦୟଭାନୁ ଚିବ ଓ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପତ୍ର ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ତାଙ୍କ ଉପରେ ପୁନଃଶ୍ଚ ଆସ୍ଥା ପ୍ରକଟ କରି ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ପଦ ପ୍ରଦାନ କରିଥିବାରୁ ।

Post a Comment

0 Comments

Please Select Embedded Mode To show the Comment System.*

3/related/default