ଉନିକ୍ ଫୋର୍ସ ହେଲଥ କ୍ୟାର ପ୍ରାଇଭେଟ୍ ଲିମିଟେଡ ର ପ୍ରଥମ ଟ୍ରେନିଂ ମିଟିଂ ଜୁନାଗଡରେ ଅନୁଷ୍ଠିତ

ଆଜତକ ଓଡ଼ିଶା
0

ଭବାନୀପାଟଣା (ସ୍ବାସ୍ତିଦୀପ ଆଦିତ୍ୟ) : ଉନିକ୍ ଫୋର୍ସ ପ୍ରାଇଭେଟ୍ ହେଲଥ କ୍ୟାର ଲିମିଟେଡ ର ୧୫ ତମ ବର୍ଷ ପୂର୍ତ୍ତି ହେଇ ସାରିଛି। ସେଥିରେ ଆମର ସ୍ବାସ୍ଥ୍ୟ କଲ୍ୟାଣ ସେବା ଉପରେ ବାର୍ତ୍ତା ହେଇଥିଲା ସେଠାରେ ହର୍ବାଲ ଆୟୁର୍ବେଦିକ ଓ ଜୀବନର ପ୍ରତିଶୁତି ଅପରେସନ ଛଡା ଆୟୁର୍ବେଦିକ ଦ୍ଵାରା ଲୋକ ମାନେ ଉପକୃତ ହେବେ ଏବଂ ଏହା ମଧ୍ୟରୁ ରୋଜଗାର କେମିତି କରିବେ ଏହା ନେଇ ବାର୍ତ୍ତା ଉଠୀ ଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ପାର୍ଥ ଯାଦବ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ୟାମ ସୁନ୍ଦର ଅଗ୍ରୱାଲ,ଦେବେନ୍ଦ୍ର ମୁଣ୍ଡ ଓ ସ.କେ ସୁରାଫୁଦ୍ଦିନ ଉପସ୍ଥିତ ଥିଲେ ଏବଂ ଆୟୁର୍ବେଦିକ ଔଷଧ ର ବିଷୟରେ କଥା ହେଇଥିଲେ । କମ୍ପାନୀ ରେ ନେଟୱର୍କିଂ କରି ଥିବାରୁ ଲେବେଲ ୧ ପ୍ରତିଯୋଗୀ ମାଏନା ଦୁର୍ଗା ଓ ଲେଭେଲ ୨ ପ୍ରତିଯୋଗୀ ପ୍ରଜ୍ଞାନେତ୍ରୀ ପ୍ରଧାନୀଙ୍କ ଫୁଲତୋଡ଼ା ଦେଇ ସମ୍ମାନିତ କରାହୋଇଥିଲା । ଏହି ପ୍ରୋଗ୍ରାମ ରେ କଳାହାଣ୍ଡି ଜିଲ୍ଲାର ସରିତା ମୁଣ୍ଡ,ସତ୍ୟବତୀ ଦୁର୍ଗା,ଲକ୍ଷ୍ମୀ ଦୁର୍ଗା,ମିନ୍ତୁ ଟିକେଦାର,ଗଣେଶ ଦୁର୍ଗା,ବିଶ୍ଵ ପ୍ରସାଦ ମାଝୀ,ରଞ୍ଜିତା ନାଏକ,ନିରୁପମା ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକୁ ଉପକୃତ କରିଥିଲେ ଏବଂ ଏଠାରେ ମଞ୍ଚ ପରିଚାଳନା ଦୁର୍ବଳ ମାଝୀ କରିଥିଲେ ଶେଷରେ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default