ଦଶ ଲକ୍ଷ ଟଙ୍କା ର ଖଇର ଓ କେନ୍ଦୁ କାଠ ଜବତ

ଆଜତକ ଓଡ଼ିଶା
0


ସିନ୍ଧେକେଲା (ଦୀନେଶ ଜୈନ) ସିନ୍ଧେକେଲା ବନାଞ୍ଚଳ ଅଧିନସ୍ଥ ମହଗାଁ ସିଲଣ୍ଡା କେନାଲ ଦେବଦାରୁ ବଗିଚା ନିକଟରେ କାଠ ମାଫିଆ କେନ୍ଦୁ ଓ ଖଏର ଗଛ ଗଣ୍ଡି ଆଣି ଗଶ୍ଚିତ ଭାବେ ରଖି ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବଙ୍ଗୋମୁଣ୍ଡା ରେଞ୍ଜେର ପଦ୍ମନାଭ କୁମ୍ଭାର ସିନ୍ଧେକେଲା ଫରେଷ୍ଟର ସୁରେନ୍ଦ୍ର ମହାରଣା ଙ୍କୁ ଆଦେଶ କ୍ରମେ ଚଢ଼ାଉ କରା ଯାଇ ଥିଲା ଏହି କାଠ ଜବତ ହୋଇ ଥିବା ସ୍ଥାନ ରେ ଗୋଟିଏ ବେଆଇନ ଭାବେ ଇଟା ଭାଟି ହେଉ ଥିବା ଦେଖିବାକୁ ମିଳିଛି ତେବେ ଏହି ବେଆଇନ କାଠ ଗଣ୍ଡି ଗଛ କାହାର କିଛି ଜଣା ପଡି ନାହିଁ ତେବେ ଇଟା ଭାଟି ମାଳିକ ସନ୍ଦେହ ଘେର ରେ ଥିବା ବେଳେ ଚଢ଼ାଉ ହୋଇ ଥିବା ସ୍ଥାନ ଙ୍କୁ ଇଟା ଭାଟି ମଳିକ ଓ କାମ କରୁ ଥିବା ଶ୍ରମିକ ମାନେ ପ୍ରତିଦିନ କାମ କରିବା ପାଇଁ ଆସୁ ଥିବା ବେଳେ ଚଢ଼ାଉ ଦିନ କାମ ଙ୍କୁ ଆସିନ ଥିବା ବେଳେ ଏବେ ସନ୍ଦେହ ଘେର ରେ ଏହି ବେଆଇନ ଖଇର ଓ କେନ୍ଦୁ ଗଣ୍ଡି କାହାର କିଛି ଜଣା ପଡୁ ନାହିଁ ତେବେ ଏହି କାଠ ର ମୂଲ୍ୟ ଦଶ ଲକ୍ଷ ଟଙ୍କା ହେବ ବୋଲି ଫରେଷ୍ଟର ସୁରେନ୍ଦ୍ର ମହାରଣା କହିଛନ୍ତି ତେବେ ଯବଦ ହୋଇ ଥିବା କାଠ ଗଣ୍ଡିଙ୍କୁ ଟ୍ରାକ୍ଟର ଯୋଗେ ବଙ୍ଗୋମୁଣ୍ଡା ରେଞ୍ଜେର କାର୍ଯ୍ୟାଳୟ ଙ୍କୁ ନିଆ ଯାଉଛି ବୋଲି କହିଥିଲେ ତେବେ ବେଆଇନ କାଠ ଗଣ୍ଡି ଚଢ଼ାଉ ରେ ସାମିଲ ହୋଇ ଥିବା ବନରଖି ୟୋତିର୍ମୟୀ ମିଶ୍ର,ତପସ୍ୱିନୀ ରଣା ବଙ୍ଗୋମୁଣ୍ଡା ବନାଞ୍ଚଳ ପକ୍ଷରୁ ହିମାଂଶୁ ପଣ୍ଡା ସହଯୋଗୀ ଭାବେ ଲକ୍ଷେ ବାଗ,ଲକ୍ଷଣ ବାଗ,ପରମାନନ୍ଦ ଚିନାଗୁନ, କମ୍ବୁରାଜ ସୁନା, ସାମିଲ ହୋଇ ଥିଲେ ତେବେ ଏହି କାଠ ଗଣ୍ଡି କେଉଁ ଜଙ୍ଗଲ ରୁ ଅଣା ଯାଇ ଏହି ଜାଗାରେ ଗଛିତ ରଖା ଯାଇଥିଲା ମଳିକ କିଏ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏବେ ସନ୍ଦେହ ଘେର ରେ ଇଟା ମାଳିକ ତେବେ ଅଧିକ ତଦନ୍ତ ହେଲେ ଏହି ମାଫିଆ ସାମ୍ନା ଙ୍କୁ ଆସିବ ଏହି ବେପାର କେତେ ଦିନ ଠାରୁ ଚାଲିଥିଲା ତାହା ତଦନ୍ତ ସାପେକ୍ଷ।

Post a Comment

0 Comments

Please Select Embedded Mode To show the Comment System.*

3/related/default