ନୂଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ଖଡିଆଳ ବରଗାଁ ଛକ ନିକଟରେ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ଦୀନବନ୍ଧୁ ପୁଞ୍ଜିଁ ଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଦାବୀ ନେଇ ଥାନା ଛକ ଠାରେ ଗ୍ରାମବାସୀ ମାନେ ୩୫୩ ନମ୍ୱର୍ ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି। ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ ଘଟଣା ସ୍ଥଳ କୁ ଆସି ଅବରୋଧ କରିଥିବା ବ୍ୟକ୍ତିଙ୍କୁ ବୁଝାଇ ସଡ଼କ କଡ଼ରେ ବସିବାକୁ ଆହ୍ବାନ କରିଥିଲେ। ଆଜି ସକାଳ ସମୟର ଦୀନବନ୍ଧୁ ପୁଞ୍ଜି ଦଶା କାର୍ଡ ଦେବାକୁ କମାଜୋରି ଯାଇଥିବା ବେଳେ ସେଠାରୁ ଫେରିବା ବେଳେ ବରଗାଁ ଛକ ରେ ଏକ ଟ୍ରକ୍ ଧକ୍କା ଦେବା ଫଳରେ ବରଗାଁ ଛକ ନିକଟରେ ତାଙ୍କ ମୃତ୍ୟୁ ହୋଇଥିଲା। ଶବ କୁ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି। କ୍ଷତି ପୂରଣ ଦାବୀ କରିଛନ୍ତି।
ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ଦୀନବନ୍ଧୁ ପୁଞ୍ଜିଁ ଙ୍କ ଶବ ରଖି ଥାନା ସମ୍ମୁଖରେ ୩୫୩ ନମ୍ୱର୍ ଜାତୀୟ ରାଜପଥ କୁ ଅବରୋଧ
Tuesday, December 09, 2025
0