ନୂଆପଡ଼ା ୦୯/୧୨ ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ ୧୫ ଜଣ ଦାଦନ ଶ୍ରମିକ ସହ ୨ ଜଣ ଶିଶୁ ଙ୍କୁ ଚାଲାଣ ବେଳେ ଖଡିଆଳ ବସଷ୍ଟାଣ୍ଡ ରୁ ଉଦ୍ଧାର କରିଛନ୍ତି। ଖଡିଆଳ ପୋଲିସ ଅଟକ ରଖି ଘଟଣା କୁ ତଦନ୍ତ କରିଥିଲେ। ବର୍ତ୍ତମାନ ଶ୍ରମ ବିଭାଗ କୁ ସୂଚିତ କରିବା ପରେ ତାଙ୍କୁ ତାଙ୍କ ଘର କୁ ପଠାଇ ଦେଇଛନ୍ତି। ଉଦ୍ଧାର ହୋଇଥିବା ଦାଦନ ଶ୍ରମିକ ମାନେ ହେଲେ ପାଇକମାଳ ଅଞ୍ଚଳ ର ବୋଲି ଜଣାପଡିଛି। ୧୫ ଜଣ ଦାଦନ ଶ୍ରମିକ ମଧ୍ୟ ରୁ ୮ ଜଣ ପୁରୁଷ, ୭ ଜଣ ମହିଳା ଏବଂ ୨ ଜଣ ଶିଶୁ ଥିବା ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ ପ୍ରକାଶ କରିଛନ୍ତି। ପାଇକମାଳ ରୁ ଆନ୍ଧ୍ରା କୁ ନେଉଥିବା ବେଳେ ଜଣେ ମଧ୍ୟସ୍ଥି ବ୍ୟକ୍ତି ଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ଜଣାପଡିଛି।
ଖଡିଆଳ ପୋଲିସ ୧୫ ଜଣ ଦାଦନ ଶ୍ରମିକ ସହ ୨ ଜଣ ଶିଶୁ ଙ୍କୁ ଚାଲାଣ ବେଳେ ଖଡିଆଳ ବସଷ୍ଟାଣ୍ଡ ରୁ ଉଦ୍ଧାର
Tuesday, December 09, 2025
0

Tags