ଜୁନାଗଡ଼ ମିଡ଼ିଆ କ୍ଲବ ତରଫରୁ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜୁନାଗଡ଼ ଠାରେ ରୋଗୀ ମାନଙ୍କୁ କମ୍ବଳ ବଣ୍ଟନ କରାଗଲା

ଆଜତକ ଓଡ଼ିଶା
0


ଜୁନାଗଡ଼ (ବିକ୍ରାନ୍ତ କୁମାର ପଟ୍ଟନାୟକ) ନୂତନ ଭାବେ ଜୁନାଗଡ଼ ଠାରେ ଏକ ମିଡ଼ିଆ କ୍ଳବ ଗଠନ କରାଯାଇଥିଲା । ତାର ପ୍ରଥମ ପ୍ରୟାସ ରେ ଆଜି ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ ମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ସେଥିରେ ମିଡ଼ିଆ କ୍ଲବ ର ଉପଦେଷ୍ଟା ଶ୍ରୀ ମୁକେଶ ଅଗ୍ରୱାଲ, ଶ୍ରୀ ଉତ୍ତମ କୁମାର ଦାସ ଙ୍କ ସହ ମୁଖ୍ୟଅତିଥି ଭାବେ ଡ଼କ୍ଟର ଭଗବାନ ପଣ୍ଡା, ସମ୍ମାନିତ ଅତିଥି ଭାବେ ବନ ପାଳ ଶ୍ରୀ ସିମାଞ୍ଚଳ ମିଶ୍ର, ଫରେଷ୍ଟର ଶ୍ରୀ କାଁହୁ ତ୍ରିପାଠୀ ଉପସ୍ଥିତ ଥିଲେ । ତତ ସଙ୍ଗେ ମିଡ଼ିଆ କ୍ଲବ ର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ , ସଭାପତି, ସମ୍ପାଦକ, କୋଷାଧକ୍ଷ ଓ ସମସ୍ତ ମିଡ଼ିଆ ବନ୍ଧୁ ଉପସ୍ଥିତ ରହି କମ୍ବଳ ବଣ୍ଟନ କରାଯାଇଥିଲା ।

Post a Comment

0 Comments

Please Select Embedded Mode To show the Comment System.*

3/related/default