ବୋଡେ଼ନ ରେ ପାତାଳ ଗଙ୍ଗା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଆଜତକ ଓଡ଼ିଶା
0

ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ର ବିଜୁପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ଆଗାମୀ ଜାନୁଆରୀ ମାସରେ ହେବାକୁ ଥିବା ପାତାଳ ଗଙ୍ଗା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଆଇନ ଜିବି ଯୋଗେନ୍ଦ୍ର ନାଥ ମାଝୀ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଲମ୍ବୋଦର ନିଆଲ, ସମ୍ମାନିତ ଅତିଥି ଅତୀନ୍ଦ୍ର ସିଂ, ବିସିକେଶନ ପଣ୍ଡା, ଉମା ବେହେରା, ହୃଷିକେଶ ବିଶ୍ୱାଳ, ପର୍ଶୁରାମ ସେଠି ପ୍ରମୁଖ ମଂଚାସୀନ ଥାଇ ନିଜନିଜ ମତାମତ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୌଦାଗର ସାହୁ, ରିଖିରାମ କାଣ୍ଡ, ଦେବକୁ ଗୋଆଳ, ଆନନ୍ଦ ଆଗ୍ରୱାଲ, ରୋହିତ ଦଣ୍ଡସେନା, ବଳରାମ ଦଣ୍ଡସେନା, ଗଣେଶ ଦଣ୍ଡସେନା, ଦିଲୀପ ଦଣ୍ଡସେନା, ନୃପରାଜ ତାଣ୍ଡି, ଇନ୍ଦ୍ର ମାଝୀ, ବୈଷ୍ଣବ ଦୁରିଆ,ବେଣୁଧର ଜଗତ,ୟୋତିରାଜ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥାଇ ମହୋତ୍ସବ ପାଇଁ କେଉଁ ସୂତ୍ରରୁ ପାଣ୍ଠି ଆସିବ ତାର ବିସ୍ତୃତ ଆଲୋଚନା କରିଥଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default