ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ରାଜଧାନୀରେ ଲଜ୍ଜା। ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନେଇ ଅଭିଯୋଗ। ମହିଳା ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ତେବେ ପୀଡ଼ିତାଙ୍କ ପରିବାର ଲୋକେ ଏନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସମ୍ପୃକ୍ତ ନାବାଳିକାଙ୍କୁ ଡାକ୍ତରୀ ମାଇନା କରାଇଥିବେଳେ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ଘର ଗଞ୍ଜାମ ଜିଲାରେ ହୋଇଥିବାବେଳେ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ରହୁଛନ୍ତି। ପୀଡ଼ିତାଙ୍କ ମା’, ବାପା ଏକ ଜଳଖ୍ତ୍ଆ ଦୋକାନ କରି ପରିବାର ଚଳାନ୍ତି। ତାଙ୍କ ଦୋକାନ ପାଖରେ ଅଭିଯୁକ୍ତ ନରେଶଙ୍କ ପାନ ଦୋକାନ ରହିଛି। ନରେଶଙ୍କ ସହ ପରିଚୟ ହେବା ପରେ ସେମାନେ ତାଙ୍କୁ ରହିବା ପାଇଁ ଭଡ଼ାଘର ବୁଝିଦେଇଥିଲେ। ନରେଶ ମଝିରେ ମଝିରେ ଅଭିଯୋଗକାରୀଙ୍କ ଘରକୁ ଯିବାରୁ ପୀଡ଼ିତାଙ୍କ ସହ ଚିହ୍ନା ହୋଇଥିଲେ। ଗତ ୪ ତାରିଖରେ ପୀଡ଼ିତାଙ୍କ ମା’ ଓ ବାପା ଦୋକାନକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ନାବାଳିକାଙ୍କ ଘରକୁ ଯାଇ ତାଙ୍କୁ ଧମକଚମକ ଦେଇ ବଳାତ୍କାର କରିଥିଲେ। ସେ ଏକାଧିକ ଥର ବଳାକତ୍ାର କରିଥିବା ଅଭିଯୋଗ ହେଇଛି।
ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ
Friday, December 12, 2025
0

Tags