କୋରାପୁଟ : କୋରାପୁଟ ଜିଲ୍ଲାର ପାଡୁଆ ସ୍ଥିତ ରାଧା କୃଷ୍ଣ ଡିଗ୍ରୀ ମହାବିଦ୍ୟାଳୟ ଠାରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ତଥା ଅଧ୍ୟକ୍ଷ ଶ୍ରୀଯୁକ୍ତ ଅର୍ଜୁନ ଚିଞ୍ଚୂଆ ମଞ୍ଚାସିନ ଅତିଥି ବିଜେଡିର ବରିଷ୍ଠ ନେତା ଶ୍ରୀଯୁକ୍ତ କାର୍ତ୍ତିକ ଖେମୁଣ୍ଡୁ, ନାରାୟଣ ପଣ୍ଡା ସ୍ମୃତି ସାହିତ୍ୟ ସଂସଦ ର ସାଂସ୍କୃତିକ ସଂପାଦକ ଶ୍ରୀଯୁକ୍ତ କୁନା ଚାଲାଣ ଓ ବହୁ ବିଭାଗର ଅଧ୍ୟାପକ ଙ୍କ ଗହଣରେ ନିକଟରେ ସମାଜ ସେବା ପାଇଁ ଓ, ଟି, ଭି, ମହା ମଞ୍ଚରେ ମହାମହିମ ରାଜ୍ୟପାଳ ଙ୍କକରକମଳରେ ଓଡ଼ିଶା ସିଟିଜେନ ୨୦୨୫ଆୱାର୍ଡ଼ ବିଜେତା ବିଚିତ୍ରା ନନ୍ଦ ଙ୍କୁ ବର୍ଣ୍ଣାଢ଼୍ୟ ଉତ୍ସବରେ ଭବ୍ୟ ସମ୍ବର୍ଦ୍ଧନା ଦେଇ ସ୍ଵାଗତ କରୁଛନ୍ତି ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନେ। ।
ସମାଜସେବୀ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ପଣ୍ଡା ସମ୍ବର୍ଦ୍ଧିତ
Tuesday, December 16, 2025
0

Tags