ଆଞ୍ଚଳିକ ପାଣ୍ଡରା ମାଳି ସମାଜ ର ସାଧାରଣ ସଭା

ଆଜତକ ଓଡ଼ିଶା
0

ଧର୍ମଗଡ, (ପ୍ରଦୀପ ସେଠୀଆ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବେଲଗୁଡ଼ା ଧାନ ମଣ୍ଡି ଠାରେ ଗତ ୯/୧୧/୨୦୨୫ ରେ ଜିଲ୍ଲାପରିଷଦ ଜୋନ-୨ ଆଞ୍ଚଳିକ କମିଟି ର ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କଳାହାଣ୍ଡି ପାଣ୍ଡରା ମାଳି ସେବା ସଂଘ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ନାଏକ ସଭାପତିତ୍ବ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ କୁଳପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବଣିଆ, ମୁଖ୍ୟ ବକ୍ତା ଭାବେ ଆଇନ ପରାମର୍ଶ ଦାତା ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନାଏକ, ବିଶିଷ୍ଟ ସମ୍ମାନିତ ଅତିଥି ଭାବେ ସଭାପତି ଶ୍ରୀଯୁକ୍ତ ଈଶ୍ୱର ପୁଝାରୀ,ପାଣ୍ଡରା ମାଳି ଯୁବ ବାହିନୀ ସଭାପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ବଣିଆ, ସମ୍ପାଦକ ଶ୍ରୀଯୁକ୍ତ ଲୋକେଶ ନାଏକ ଓ କାରଗିଲ ବଣିଆ ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଅଜାମ୍ବିଲ ପୁଝାରୀ, ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ନାଏକ, ଶ୍ରୀଯୁକ୍ତ ଧନୁର୍ଯ୍ୟ ମାଝୀ, ଶ୍ରୀଯୁକ୍ତ ଧର୍ମାନନ୍ଦ ନାଏକ, ଶ୍ରୀଯୁକ୍ତ ପୁରୁଷୋତ୍ତମ ନାଏକ, ଶ୍ରୀଯୁକ୍ତ ଭିଷ୍ମରଥି ନାଏକ, ଶ୍ରୀଯୁକ୍ତ ଧନେଶ୍ଵର ନାଏକ, ଶ୍ରୀଯୁକ୍ତ ବାଲ୍ମୀକି ନାଏକ, ଶ୍ରୀଯୁକ୍ତ କୁମୁଦ ଚନ୍ଦ୍ର ମାଝୀ, ଶ୍ରୀଯୁକ୍ତ ଡମ୍ବରୁଧର ମଶ୍ରା, ଶ୍ରୀଯୁକ୍ତ କାନ୍ତ ନାଏକ , ଶ୍ରୀଯୁକ୍ତ ଧବଳେଶ୍ଵର ବଣିଆ ଯୋଗଦାନ କରିଥିଲେ। ଏହି ସଭାରେ ୨୫୦ଜଣ ମହିଳା ପୁରୁଷ ବଂଧୁ ବର୍ଗ ଯୋଗଦାନ କରି ଥିଲେ। ସ୍ବାଗତ ଭାଷଣ ଶିକ୍ଷାବିତ୍ ଶ୍ରୀଯୁକ୍ତ ଭୀଷ୍ମ ରଥି ନାଏକ ପ୍ରଦାନ କରି ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପ୍ରଦାନ କରାଯାଇଥିଲା।

ଏହି ସଭାରେ ଜୋନ ସ୍ତରୀୟ ଆଞ୍ଚଳିକ କମିଟି ଗଠନ କରାଯାଇଛି। ସଭାପତିଭାବେ ଶ୍ରୀଯୁକ୍ତ ସୀତାକାନ୍ତ ନାଏକ,ସମ୍ପାଦକ ଭାବେ ଶ୍ରୀଯୁକ୍ତ ଋଷି ମଣି ନାଏକ, ସହ ସମ୍ପାଦକ ଭାବେ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ନାଏକ,କୋଷାଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ରାହାସ ବିହାରୀ ନାଏକ ସର୍ବସମ୍ମତି କ୍ରମେ ମନୋନୀତ କରା ଯାଇ ଥିଲା।ଉପଦେଷ୍ଟା କମିଟି ମଧ୍ୟ ରୁ ଶ୍ରୀଯୁକ୍ତ ଭୀଷ୍ମ ରଥି ନାଏକ, ଶ୍ରୀଯୁକ୍ତ ସତ୍ୟ ନାରାୟଣ ଚ ଲାନ, ଶ୍ରୀଯୁକ୍ତ କୈବଲ୍ୟ ଚଲାନ, ଶ୍ରୀଯୁକ୍ତ ଭୂଜବଲ ନାଏକ, ଶ୍ରୀଯୁକ୍ତ ପୁରୁଷୋତ୍ତମ ନାଏକ, ଶ୍ରୀଯୁକ୍ତ କାନ୍ତ ନାଏକ, ଶ୍ରୀଯୁକ୍ତ ଶେଷଦେବ ମାଝୀ, ଶ୍ରୀଯୁକ୍ତ ଭବାନୀ ଶଙ୍କର ନାଏକ, ଶ୍ରୀଯୁକ୍ତ କୁମୁଦ ମାଝୀ, ଶ୍ରୀଯୁକ୍ତ ଦିବ୍ୟ ମସ୍ରା, ମନୋନୀତ ହୋଇଥିଲେ। ଶ୍ରୀଯୁକ୍ତ ରାମ ବିହାରି ନାଏକ, ଶ୍ରୀଯୁକ୍ତ ଉଦ୍ଧବ ନାଏକ, ଶ୍ରୀଯୁକ୍ତ ଈଶ୍ୱର ମାଝୀ, ଶ୍ରୀଯୁକ୍ତ ଭାବ ଗ୍ରାହୀ ନାଏକ, ଶ୍ରୀଯୁକ୍ତ ଦିନ ବନ୍ଧୁ ନାଏକ, ଶ୍ରୀଯୁକ୍ତ ଭୂରିଶ୍ରବା ଝାଙ୍କର, ଶ୍ରୀଯୁକ୍ତ ଗୋପବନ୍ଧୁ ନାଏକ, ଶ୍ରୀଯୁକ୍ତ ପଞ୍ଚାନନ ଝାଙ୍କର୍, ଶ୍ରୀଯୁକ୍ତ କଳ୍ପେଶ୍ୱର୍ ନାଏକ ଶ୍ରୀଯୁକ୍ତ ଦାମୋଦର ନାଏକ ବିଶେଷ ସହଯୋଗ କରି ଥିଲେ।ପରିଶେଷରେ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ନାଏକ ଧନ୍ୟ ବାଦ କରିଥିଲେ

Post a Comment

0 Comments

Please Select Embedded Mode To show the Comment System.*

3/related/default