ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଳା ବୋଡେ଼ନ ବ୍ଲକ କେଶରାଜପୁର ଆଦର୍ଶ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରୀ ଅଧ୍ୟକ୍ଷତା କରିଥିବା ବେଳେ ଅନିମା ବାରିକ,ନରୋତ୍ତମ ବାଗ, ଯଦୁମଣି ବାରିକ, ରାମଚନ୍ଦ୍ର ମାଝୀ, ଦେବସ୍ମିତା ହାଁସଦା, ସତ୍ୟ ପ୍ରକାଶ ଦଣ୍ଡସେନା, ଶୁଭଶ୍ରୀ ସାହୁ,ସୁନିତା ସାହୁ, କ୍ଷେତ୍ର ମାଝୀ, ପଙ୍କଜ ମାଝୀ,ଲକ୍ଷ୍ମଣ ବରିହା,ମନୋଜ ବେହେରା, ସାଗର ମହାନ୍ତି, ରଞ୍ଜନ ବଘେଲ, କିଷାନ କାହିଁୟା ପଟେଲ ଉପସ୍ଥିତ ହୋଇ ନାଗରିକଙ୍କୁ ଅଧିକାର ପ୍ରଦାନ ସହ ଦେଶ ହିତ ପାଇଁ ତାଙ୍କ ନୈତିକ କର୍ତ୍ତବ୍ୟ ନେଇ ଆଇନ ଗତ ବିଧି ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ସମ୍ବିଧାନ ଗୋଟିଏ ରାଷ୍ଟ୍ରର ଆତ୍ମା ଅଟେ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ବୋଡେ଼ନ ବ୍ଲକ ସୁନାପୁର ପଞ୍ଚାୟତରେ ମଧ୍ୟ ସରପଞ୍ଚ ମୁକ୍ତା ରାଉତଙ୍କ ଅଧକ୍ଷତାରେ ୭୬ ତମ ସମ୍ବିଧାନ ଦିବସ ପାଳନ କରାଯାଇଥିଲା । ଏଥିରେ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ହୃଷିକେଶ ବୈଠାରୁ,ଗ୍ରାମ ରୋଜଗାର ସେବକ ବୈଦରାଜ ମାଝୀ, ଯୋଗାଣ ସହାୟକ ଲୁଦ୍ର ଜଗତ, ପମ୍ପା କାଣ୍ଡ ସମେତ ପଞ୍ଚାୟତ ର ଭଦ୍ର ବ୍ୟକ୍ତି ମାନେ ଫୁଲ ଦ୍ୱୀପ ଧୂପ ଏବଂ ନୈବେଦ୍ୟ ଅର୍ପଣ କରି ପବିତ୍ର ସମ୍ବିଦାନ ଏବଂ ସମ୍ବିଧାନର ପ୍ରଣେତା ବାବା ଭୀମରାଓ ଆମ୍ବେଦକରଙ୍କ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
ବୋଡେ଼ନ ବ୍ଲକ ର ବିଭିନ୍ନ ସ୍ଥାନ ରେ ସମ୍ବିଧାନ ଦିବସ ପାଳିତ
Wednesday, November 26, 2025
0

Tags