ଏଣିକି କେବଳ ଗୋଟିଏ ରାଜସ୍ବ ଆଇନ୍ ଓଡ଼ିଶାରେ ରହିବପୁରୀରେ ସମୀକ୍ଷା ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା

ଆଜତକ ଓଡ଼ିଶା
0

ଭୁବନେଶ୍ୱର: (ସମୀର ରଞ୍ଜନ ନାୟକ )ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପୁରୀ ସର୍କିଟ ହାଉସ ପରିସରରେ ଅନୁଷ୍ଠିତ । ଏଣିକି କେବଳ ଗୋଟିଏ ରାଜସ୍ବ ଆଇନ୍ ଓଡ଼ିଶାରେ ରହିବ । ପୁରୀରେ ସମୀକ୍ଷା ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା। ସରକାର ଅଧ୍ୟୟନ କରୁଛନ୍ତି, ପ୍ରସ୍ତୁତି ଆରମ୍ଭ ହୋଇଛି।ଅନେକ ଜଟିଳ ଆଇନ୍ ଅଛି, କିଛି ଆବଶ୍ୟକ ନାହିଁ। ନିକଟରେ ଆସିବ ଓଡ଼ିଶା ଗଭରମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ। ଏହା ସମୟ ଉପଯୋଗୀ ହେବ, ଲୋକଙ୍କ ବୁଝିଲା ଭଳି ହେବ ବୋଲି କହିଲେ ମନ୍ତ୍ରୀ ।

Post a Comment

0 Comments

Please Select Embedded Mode To show the Comment System.*

3/related/default