ମୁକ୍ତିଲାଭ କଲା ସମ୍ବଲପୁରୀ ଗୀତ ସ୍ଵିଟ ଭାଞ୍ଜି

ଆଜତକ ଓଡ଼ିଶା
0
ବଲାଙ୍ଗିର : ୦୭/୧୧ (ଗଣେଶ ଦାସ ) ୟୁଟୁବ ଚେନାଳ ତୃପ୍ତିମୟୀ ମ୍ୟୁଜିକରେ ଶୁଭମୁକ୍ତି ହେଲା ଗୀତ ସ୍ବୀଟ ଭାଞ୍ଜି । ଆମ ସମ୍ବଲପୁରୀ ଜଗତରେ ପ୍ରଥମ ଥର ପାଇଁ ଭାଞ୍ଜି ମାନଙ୍କ ପାଇଁ ଗୀତଟିଏ ହେଇଛି ! ଏହି ଗୀତରେ କଣ୍ଠଦାନ କରିଛନ୍ତି ବଲାଙ୍ଗୀର ଜିଲ୍ଲା ସିକୁଆଁର ବି. କାର୍ତ୍ତିକ ଏବଂଗୀତକୁ ଲେଖିଛନ୍ତି କଳାହାଣ୍ଡି ପାଣିମୁଣ୍ଡା ର ବି. ଥୟରାମ୍ ଠେଲା ଏବଂ ମ୍ୟୁଜିକ୍ ନିର୍ଦ୍ଦେଶନା ଦେଇଛନ୍ତି ହମିତ୍ ସାଗର ଓ ବି.କାର୍ତ୍ତିକ ।


Post a Comment

0 Comments

Please Select Embedded Mode To show the Comment System.*

3/related/default