ଭାଲୁ ଆକ୍ରମଣରେ ବାଳିକା ଗୁରୁତର

ଆଜତକ ଓଡ଼ିଶା
0


ଝରିଗାଁ, ୨୫/୧୦ ଝରିଗାଁ ରେଞ୍ଜ ଫରେଷ୍ଟ ସେକ୍ସନ ଅଧୀନ ଗୁରୁସିଙ୍ଗା ପଞ୍ଚାୟତ ର ବାୟାକାଧଡିରେ ଗ୍ରାମର ଜଣେ ବାଳିକା ଭାଲୁ ଆକ୍ରମଣରେ ଶିକାର ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଜଣକ ଭୂମିକା ସାନ୍ତା ବୟସ 2ଵର୍ଷ6 ମାସ ବୋଲି ଜଣାପଡିଛି । ସୂଚନା ଅନୁସାରେ ତାଙ୍କ ମାଉସୀ ଘରରୁ ଭୂମିକାକୁ ଖୀର କୁହାଇବା ମକାବାଡ଼ି ରେମା ଜୋତି ସାନ୍ତା ପାଖରେ ନେହୁଥିବା ବେଳେଭାଲୁ ର ଶିକାରହେଇ ଥିଲେ ଭାଲୁ ହଠାତ୍ ଆକ୍ରମଣ କରିଥିବାରୁ ବାଟ ରେ ଥିବା ମକା ବIଡ଼ ଲୋକ ଶୁଣି ଚିତ୍କାର କରିବାରୁ ଭାଲୁ ଜଙ୍ଗଳ ଆଡକୁ ଚାଲିଯାଇ ଥିଲା କବଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ଝରୀଗାଁ ରୁ ବୁଦୁରାମ ଗଣ୍ଡ ଙ୍କ ରିପୋର୍ଟ ଆଜତକ ଓଡିଶା

Post a Comment

0 Comments

Please Select Embedded Mode To show the Comment System.*

3/related/default