ଧର୍ମଗଡ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଗଡିଆଜୋର ଗ୍ରାମ ପଂଚାୟତ ଅନ୍ତର୍ଗତ କନ୍ଦାଖାଲ ପଡା ଠାରୁ ବଗାଡ଼ ରାସ୍ତା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ରେ ଚାଲିଛି ଖୋଲା ଖୋଲି ନିୟମ ଉଲଂଘନ! କିନ୍ତୁ ସରକାର ଙ୍କ ନିୟମ ଅନୁଯାଇ ଶତକଡା ଷାଠିଏ ଭାଗ ମାଟି କାମ ଉଭୟ ମହିଳା ଓ ପୁରୁଷ ଶ୍ରମିକ ମାନଙ୍କ ଦ୍ୱାରା କରିବା କଥା, ହେଲେ ସେହି ରାସ୍ତାରେ ଟିକିଏ ମଧ୍ୟ ମାଟି ପଡି ନାହିଁ କିନ୍ତୁ NMMS ଫୋଟୋ ଉଠା ଯାଇଛି । ଏବଂ ବଡ଼ ଘୁମର ଗ୍ରାମ ପଂଚାୟତ ରୁ ଟ୍ରାକଟର ଯୋଗେ ଶ୍ରମିକ ମାନଂକୁ ଆଣି ଏକ ସପ୍ତାହ ଧରି ସେହି ରାସ୍ତାରେ ଦିନକୁ ଦୁଇ ଥର ସକାଳେ ଓ ଅପରାହ୍ନ ରେ କାମ ନ କରି କେବଳ nmms (ଫୋଟୋ )କରାଯାଇଛି । ସମ୍ପୂର୍ଣ ଭାବରେ ନିୟମ ଉଲଂଘନ କରି ସରକାର ଙ୍କ ଟଙ୍କା ଆତ୍ମସାତ କରିବା ପାଇଁ ଉଦ୍ୟମ କରା ଯାଉଛି । ଏଥିରେ ଜଣେ ଠିକାଦାର, ବଦଘୁମେର ଗ୍ରା.ପ. ଓ ଗାଡିଆଜୋର ଦୁଇ ଜଣ ଗାଁ ସାଥି (ମେଟ)ସାମିଲ ଥିବା ସୂଚନା ମିଳିଛି ଜଣେ ଗାଁ ସାଥି nmms କରୁ ଥିବା ବେଳେ ଆଉ ଜଣେ ଗାଁ ସାଥି ଶ୍ରମିକ ମାନଙ୍କ ଦାୟିତ୍ୱ ନେଇ ଟଙ୍କା ଲେଣ ଦେଣ କରିବ ଯେ ହେତୁ ଶ୍ରମିକ ମାନେ କାମ ନ କରି କେବଳ ଫୋଟୋ ହୋଇଛନ୍ତି! ଜେସିଵି ଓ ମେସିନ ସାହାଯ୍ୟରେ ଯୁଦ୍ଧକାଳିନ ଭିତିରେ ଏହି କାମ କୁ ସମ୍ପୂର୍ଣ କରିବା ପାଇଁ ଉଦ୍ୟମ ଚାଲିଛି । ତୁରନ୍ତ ଜିଲ୍ଲା ପ୍ରଶାସନ ତଦନ୍ତ କରି ସେହି କନ୍ଦାଖାଲ ପଡା ଆଦିବାସୀ ଶ୍ରମିକ ମାନଂକୁ କାମ ଯୋଗାଇ ଦେବା ପାଇଁ ଦାବୀ ହେଉଛି ।
ଗାଡିଆଜୋର ପଂଚାୟତ ରେ ସୂଚନା ଫଳକ ନ ଥାଇ କାମ ଚାଲି ଥିବା ଅଭିଯୋଗ
Monday, November 03, 2025
0

Tags