ନୂଆପଡା:-ନୂଆପଡ଼ା ଉପ ନିର୍ବାଚନ ରେ ଦୁଇ ପ୍ରିଜାଇଡିଙ୍ଗ ଅଧିକାରୀ କାର୍ଯ୍ୟରୁ ନିଲମ୍ୱିତ ହୋଇଛନ୍ତି। ବୁଥ ନମ୍ୱର୍ ୩୬ କୂଳିଆବନ୍ଧାର ପ୍ରିଜାଇଡିଙ୍ଗ ଅଧିକାରୀ ଧନଞ୍ଜୟ ମଲ୍ଲିକ ନିର୍ବାଚନ ରେ ଗୋପନୀୟତା ଉଲଙ୍ଘନ ଅଭିଯୋଗ ରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ରେ ଧନଞ୍ଜୟ ମଲ୍ଲିକ ଶିକ୍ଷକତା କରୁଛନ୍ତି। ସେହିପରି ୪୬ ବୀରୋମାଲ ର ପ୍ରିଜାଇଡିଙ୍ଗ ଅଧିକାରୀ ସନ୍ଦୀପ ସ୍ୱାଇଁ କାର୍ଯ୍ୟରେ ଅବହେଳା ନେଇ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ କାର୍ଯ୍ୟ ରୁ ନିଲମ୍ୱିତ ହୋଇଥିବା ଜଣାପଡିଛି। ପ୍ରିଜାଇଡିଙ୍ଗ ଅଧିକାରୀ ସନ୍ଦୀପ ସ୍ୱାଇଁ ସିନାପାଲି ଟିମନପୁର ଆଦର୍ଶ ବିଦ୍ୟାଳୟ ରେ ଶିକ୍ଷକତା କରୁଛନ୍ତି।
ନୂଆପଡ଼ା ଉପ ନିର୍ବାଚନ ରେ ଦୁଇ ପ୍ରିଜାଇଡିଙ୍ଗ ଅଧିକାରୀ କାର୍ଯ୍ୟରୁ ନିଲମ୍ୱିତ
Tuesday, November 11, 2025
0

Tags