ମୁରିବାହାଲ, ୭।୧୧ (ନ୍ୟୁଜ ବ୍ୟୁରୋ) : ବଲାଙ୍ଗିର ଜିଲ୍ଲ ମୁରିବାହାଲ ବ୍ଲକ ଲେବଡା ପିଏମ ଶ୍ରୀ ପାଟଣେଶ୍ୱରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏନଡିଆରଏଫ ପକ୍ଷରୁ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଏନଡିଆରଏଫ ଇନ୍ସପେକ୍ଟର ରାଜୀବ ଲୋଚନ ଆଚାର୍ଯ୍ୟ, ଟିବି ମଣ୍ଡଳ, ସୁନୀଲ କୁମାର ଙ୍କ ନେତୃତ୍ୱ ରେ ବିପଦ ବେଳେ ସୟଂସୁରକ୍ଷା ଯେପରି ଭୂମିକମ୍ପ, ବନ୍ୟା,ଅଗ୍ନିନିର୍ବାପକ ପ୍ରକ୍ରିୟା ଅପ୍ରାକୃତି ବିପଦ ସମୟରେ ସଜାଗ ରହିହେବ ସେ ବିଷୟରେ ଛାତ୍ର ଛାତ୍ରୀ ଙ୍କୁ କୌଶଳ ଦେଖାଇ ବୁଝାଇଥିଲେ । ତୋଷ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଲେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଦୁତିବାହନ ମୁନା ,ଭକ୍ତରାମ ସାହୁ ଉତ୍ତମ ବନଛୋର, ଜୟରାମ ମହାପାତ୍ର, ସୁଶାନ୍ତ କୁମାର ପାଢ଼ୀ, ସରୋଜ ସେଠୀ, ବୀଣାପାଣି ଭୋଇ ଦୀପା ନାୟକ, ସାଧୁ ଛତର, ରାମକୃଷ୍ଣ ଆଡଜୁଏଡ଼, ଅକୁର ସାହୁ ଏବଂ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
ଲେବଡା ସ୍କୁଲରେ ଏନଡିଆରଏଫ ଦ୍ୱାରା ସୁରକ୍ଷା ଶିବିର
Friday, November 07, 2025
0

Tags