ନୁଆପଡ଼ା : ନୁଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ କାଣ୍ଡେତରା ସତନାମୀ ସମାଜ ପକ୍ଷରୁ କାଣ୍ଡେତରା ଠାରେ ପରମ ପୂଜ୍ୟ ଗୁରୁ ଘାସିଦାସ ବାବା ଙ୍କ ଗୁରୁ ଗଦ୍ଦି ଆସନ ମନ୍ଦିର ଓ ଯୋଡା ଜୟତ ସ୍ତମ୍ବ ର ଶୁଭ ଉତଘଟାନ ଓ ବାବା ଙ୍କ ୨୬୯ ତମ ଜୟନ୍ତୀ ସମାରୋହ କୁ ଆସନ୍ତା ଡିସେମ୍ବର ୨୮ ତାରିଖ ଦିନ ଧୁମ୍ ଧାମ ରେ ପାଳନ କରିବା ପାଇଁ କଣ୍ଡେତରା ସ୍ଥିତ ସତନାମ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ଏଥର ବିଶାଳ ବାଇକ୍ ରାଲି, ନୂତନ ସ୍ତମ୍ବ ର ଉତଘଟାନ, ସାଧାରଣ ସଭା, ସାଂସ୍କୃତିକ କାର୍ଯକ୍ରମ ଓ ବୃହତ୍ ଭଣ୍ଡାର ର ଆୟୋଜନ ହେବା ପାଇଁ ସ୍ଥିରୀକୃତ ହୋଇଛି । ଏହି ସମାରୋହ ରେ ସନ୍ଥଶିରୋମଣି ବାବା ଙ୍କ ତଥା ଛତିଶଗଡ ସରକାରଙ୍କ ଦକ୍ଷତା ବିକାଶ, ବୈଷୟିକ ବିକାଶ ଓ ଅନୁସୂଚିତ ଜାତି ମନ୍ତ୍ରୀ ଗୁରୁ ଖୁସବନ୍ତ ସାହେବ ଉକ୍ତ ସମାରୋହ ରେ ଯୋଗ ଦେଇ ଗୁରୁ ଗଦ୍ଦି ଆସନ ମନ୍ଦିର ଓ ଯୋଡା ଜୟତ ସ୍ତମ୍ବ ର ଉତଘାତନ କରିବାର କାର୍ଯକ୍ରମ ରହିଛି ବୋଲି କମିଟି ପକ୍ଷରୁ ସୂଚନା ରହିଛି। ବୈଠକ ରେ ଜୟନନ୍ଦ୍ ସତନାମି, ଶୋଧନ ସତାନାମି,ପୁରେନ୍ଦ୍ର ସତନାମୀ, ଛନୁ ଲାଲ ସତାନାମୀ, ଗଙ୍ଗାରାମ ସତନାମୀ, ଗୋପାଳ ସତାନାମୀ,ଅଜୟ ସତନାମୀ, ଜଗନ୍ନାଥ ସତନାମୀ,ପ୍ରଦୀପ ସତନାମୀ, କ୍ଷମା ସାଗର ସତନାମୀ ପ୍ରମୁଖ ଉପସ୍ଥିତ ଥିଲେ ।
କାଣ୍ଡେତରା ସତନାମୀ ସମାଜ ପକ୍ଷରୁ ଗୁରୁ ଘାସିଦାସ ଙ୍କ ଗଦ୍ଦିଗୁରୁ ଆସନ ମନ୍ଦିର ଓ ଯୋଡ଼ାଜୟତ ସ୍ତମ୍ବର ଶୁଭ ଉଦଘାଟନ ଓ ଜୟନ୍ତି ସମାରୋହକୁ ଆସନ୍ତା ୨୮ ତାରିଖରେ ପାଳନ କରିବାକୁ ପ୍ରସ୍ତୁତି ବୈଠକ
Sunday, November 30, 2025
0

Tags