ସିନ୍ଧେକେଲା, (ଦୀନେଶ ଜୈନ) ବଲାଙ୍ଗୀର ଜ଼ିଲ୍ଲା ସିନ୍ଧେକେଲା ସ୍ଥିତ ଶ୍ରୀ ଶ୍ରୀ ପାତାଳେଶ୍ୱର ମନ୍ଦିରରେ ମହାଦେବ ଙ୍କ ଶୃଙ୍ଗାର ଭେଷ ପବିତ୍ର କାର୍ତ୍ତିକ ମାସର ଚତୁର୍ଦଶୀ ଓ ମଙ୍ଗଳବାର ଦିନ ରେ ଅନୁଷ୍ଠିତ କରାଯାଇଥିଲା । ଜଣେ ଶିଶୁ ଭକ୍ତ ପ୍ରଜ୍ଞାନ ତ୍ରିପାଠୀ ଙ୍କ ଜନ୍ମ ଦିନ ଅବସରରେ ସେ କେକ୍ ନ କାଟି ଭଗବାନ ଙ୍କ ଶୃଙ୍ଗାର ଭେସ କରିବା ପାଇଁ ନିର୍ଦ୍ଧାରିତ କରିଥିଲେ । ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଥିଲା । ତେବେ ଉକ୍ତ ମହାଦେବ ମନ୍ଦିର ପାତାଳଫଟା ଲିଙ୍ଗ ହୋଇ ଥିବା ରୁ ଅଞ୍ଚଳ ର ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇ ଥିଲା ବାବାଙ୍କ ଦର୍ଶନ ପାଇଁ ଅନେକ ସଂଖ୍ୟା ରେ ଭକ୍ତ ଓ ଶ୍ରଦ୍ଧାଳୁ ପହଂଚି ଥିବା ଦେଖିବାକୁ ମିଳିଛି।
ଶିଶୁ ଶିବ ଭକ୍ତ ପ୍ରଜ୍ଞାନ କଲେ ଜନ୍ମ ଦିନରେ ମହାଦେବଙ୍କ ଶୃଙ୍ଗାର
Tuesday, November 04, 2025
0

Tags