ଅସ୍ତରଙ୍ଗ (୧୧/୧୧ ଅଲେଖ ବିଶ୍ଵାଳ) ଦୀର୍ଘ ଦିନ ଧରି ଅସ୍ତରଙ୍ଗ କାକଟପୁର ମୁଖ୍ୟ ବଜାର କିଛି ଅସାଧୁ ବ୍ୟକ୍ତି ମାଡ଼ିବସି ମାର୍କେଟ କମ୍ପ୍ଲେକ୍ସ ଗଢ଼ି ଭଡ଼ା ଆଦାୟ କରୁଥିବା ନେଇ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଘଟଣାକୁ ଗୁରୁତର ସହ ନେଇ ମାପଚୁପ କରି ପୂର୍ତ୍ତ ବିଭାଗ ରାସ୍ତା ଖାଲି କରି ବେଆଇନ୍ ମାର୍କେଟ କମ୍ପ୍ଲେକ୍ସ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ତ୍ତ ବିଭାଗ ନିମାପଡ଼ା ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ କୁଶଳ ହେମ୍ବ୍ରମ ଓ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପତି ଙ୍କ ମିଳିତ ସହଯୋଗରେ ଏକ ୫ ଜଣିଆ ଟିମ୍ ଆଜି ଅସ୍ତରଙ୍ଗ ରାଜସ୍ବ କାର୍ଯ୍ୟାଳୟ ଠାରୁ ମାପଚୁପ ଆରମ୍ଭ କରିଛି। ସୂଚନା ଥାଉକି ପୂର୍ତ୍ତ ବିଭାଗ ରାସ୍ତା ରେ ବେଆଇନ ଭାବେ ମାର୍କେଟ କମ୍ପ୍ଲେକ୍ସ ଗଢ଼ି ଉଠିଥିବା ନେଇ ମ୍ୟାନବର ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ମ୍ୟାନବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଛାନିଆ ପଶିଥିଲା ପ୍ରଶାସନ ର ଏଠି ପ୍ରଶ୍ନ ଉଠୁଛି ଖାଲି ମାପଚୁପ ହେବ ନା ବେଆଇନ ମାର୍କେଟ କମ୍ପ୍ଲେକ୍ସ ଅଟ୍ଟାଳିକା ଭାଙ୍ଗିବ ତ ଦେଖିବାକୁ ବାକି ରହିଲା।
ମାପଚୁପ ଆରମ୍ଭ ଭଙ୍ଗା ହେବ ଅଟ୍ଟାଳିକା
Tuesday, November 11, 2025
0

Tags