ସିନ୍ଧେକେଲା,୧୦/୧୧ (ଦୀନେଶ ଜୈନ) ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ପଲ୍ଲି ଶ୍ରୀ ହାଇସ୍କୁଲ ଖେଳ ପଡ଼ିଆରେ ସ୍ଥାନୀୟ ଜୟ ମାଁ ଦ୍ୱାରସେହ୍ନି ଫୁଟବଲ କ୍ଲବ ପକ୍ଷରୁ ବିଗତ ଦିନରୁ ଚାଲିଥିବା ଫୁଟବଲ ପ୍ରତିଯୋଗିତାର ସୋମବାର ଚତୁର୍ଥ ଦିବସରେ କଳାହାଣ୍ଡି ଜିଲ୍ଲା କେଗାଁ ଓ ସିନ୍ଧେକେଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସଂଘର୍ଷ ପୂର୍ଣ୍ଣ ଖେଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସିନ୍ଧେକେଲା ଦଳର ଖେଳାଳିମାନେ ସୁନ୍ଦର ଖେଳର ପ୍ରଦର୍ଶନ କରି ୨-୦ ଗୋଲରେ ବିଜୟୀ ହୋଇଥିଲେ । ଉକ୍ତ ଦିବସର ଖେଳରେ ଅତିଥି ଭାବରେ ବଣିକ ସଙ୍ଘ ସଭାପତି ସୁବାଷ ଜୈନ , ତୁଲାରାମ ଭୋଇ , ସୁଶୀଲ ପାଢ଼ୀ , କେଶବ ବିଶ୍ୱାଳ , ଜିତେନ ତାଣ୍ଡି , ଦେବରାଜ ଦଣ୍ଡସେନା , ଯୁବ ସାମ୍ବାଦିକ ସୁଶାନ୍ତ ଥନାପତି , ବରିଷ୍ଠ ସାମ୍ବାଦିକ ଦିନେଶ ଜୈନ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ବିଶେଶ୍ୱର ପ୍ରଧାନ ରେଫରି ଭାବେ ଯୋଗଦେଇ ଖେଳ ପରିଚାଳନା କରିଥିବା ବେଳେ କୁନା ମାଝି ଓ ଶେଷଦେଵ ମଳିକ ଲାଇନ ରେ ସହଯୋଗ କରିଥିଲେ । ନୌରାଜ ରଣା ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଆୟୋଜକ କମିଟିର ଵିଟୁ ସାହୁ , ରାଜେଶ ତ୍ରିପାଠୀ , ବିଶ୍ୱ ପୁରୋହିତ , ହେମନ୍ତ ସାହୁ , ଓକିଲ ସାହୁ , ଜିଲୁ ବିଶ୍ୱାଳ , ପ୍ରେମ ମଳିକ , ସୁଜିତ ସରାଫ , ବଣ୍ଟି ସାହୁ , ଶିବାନନ୍ଦ ସାହୁ , ଦେବାଶିଷ ସାହୁ , ଆକାଶ ସାହୁ , ସଞ୍ଜୟ ସାହୁ , ଅଙ୍କିତ ସାହୁ , ମଣ୍ଟୁ ସାହୁ , ରିକି ସାହୁ , ବିଶେଷ ସାହୁ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ସିନ୍ଧେକେଲା ଜୟ ମାଁ ଦ୍ୱାରସେହ୍ନି ଫୁଟବଲ ଚତୁର୍ଥ ଦିବସ (କେଗାଁ କୁ ହରାଇ ସିନ୍ଧେକେଲା ବିଜୟୀ)
Monday, November 10, 2025
0