ଘୁମୁରା ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ଯୁବ ନେତା ଭବାନୀ ଶଙ୍କର ବଣିଆ

ଆଜତକ ଓଡ଼ିଶା
0

ଧର୍ମଗଡ : ଗତକାଲି ରାତି ରେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପୁରୁଣା ସର ଗାଁ ରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଳାହାଣ୍ଡି ର ଲୋକ ପ୍ରିୟ ବୀର ବାଦ୍ୟ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଯୁବ ନେତା ଭବାନୀ ଶଙ୍କର ବଣିଆ ମଞ୍ଚ ଉଦଘାଟନ କରିଥିଲେ ବହୁତ ସୁନ୍ଦର କାର୍ଯ୍ୟ କ୍ରମ ହଜାର ହଜାର ଘୁମୁରା ପ୍ରେମୀ ଦର୍ଶକ ଦର୍ଶିକା ଉପସ୍ଥିତ ରହି ନିମନ୍ତ୍ରଣ ଅତିଥି ମାନଙ୍କୁ ଉଷାହିତ କରିଥିଲେ ଗାଁ ର ଗହନ୍ତିଆ ପାଣିଗ୍ରାହୀ ଆଜ୍ଞା ପୂଜାର୍ଚ୍ଚନା କରିଥିବା ବେଳେ ଗାଁ ର ଅବସର ପ୍ରାପ୍ତ ଶିକ୍ଷକ ବାଲ୍ମୀକି ନାୟକ ମଞ୍ଚ ପରିଚାଳନା କରିଥିଲେ ଏତେ ସୁନ୍ଦର୍ ଭାବରେ ସ୍ବାଗତ ସମ୍ବର୍ଦ୍ଧନା କରିଥିବାରୁ କମିଟି ତଥା ଗାଁ ବାସୀ ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛନ୍ତି!ଭବାନୀ ଶଙ୍କର ବଣିଆ

Post a Comment

0 Comments

Please Select Embedded Mode To show the Comment System.*

3/related/default