ମୁରିବାହାଲ, ୩୧।୧୦ ନ୍ୟୁଜବ୍ୟୁରୋ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ସଦରମହକୁମାରେ ସ୍ଥାପିତ ସର୍ବପୁରାତନ ଗୋପବନ୍ଧୁ ଯୁବକ ସଙ୍ଘ ଠାରେ ଆଜି ପବିତ୍ର ଅଁଳା ନବମୀ ତିଥି ରେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସଙ୍ଘ ର ବରିଷ୍ଠ ସଦସ୍ୟ ତଥା ବଲାଙ୍ଗୀର ବିଜେପି ସଭାପତି ଶ୍ରୀବତ୍ସ ବେହେରା ଏବଂ ଯୁକ୍ତ ୩ ଡ଼ିଗ୍ରୀ କଲେଜ ର ବରିଷ୍ଠ କିରାଣୀ ଶାନ୍ତରମ ପଧାନ ଙ୍କ କରକମଳ ରୁ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଜିତେନ୍ଦ୍ରିୟ ଭୋଇ ଙ୍କ ସଭାପତିତ୍ବ କରିଥିଲେ ଏବଂ ଶ୍ରୀ ଘାସିରାମ ସେଠ୍ ମଞ୍ଚ ପରିଚାଳନା କରିଥିଲେ। ସମ୍ମାନିତ ଅଥିତି ଭାବରେ ଟିକେଲାଲ ବଘାର, ଶ୍ରୀପତି ସାଣ୍ଢ, ଆଦିବାସ ମାହାର, ନିରଞ୍ଜନ ସାହୁ ଏବଂ ବିଶିଷ୍ଠ ନାରୀନେତ୍ରୀ ସମାଜସେବୀ ପ୍ରେମଶିଳା ତରିଆ, ପ୍ରେମଶିଲା ପଧାନ,ଦମୟନ୍ତୀ ବଘାର, ସୌଦାମିନୀ ବଘାର ପ୍ରମୁଖ ଯୋଗଦେଇଥିଲେ। ସଂଘର ଅନ୍ୟ ସଦସ୍ୟ ଯୁଧିଷ୍ଠିର ବଘାର, ଅନ୍ତରାମ ପଧାନ, ମାନସ ଦଳାଇ, ତପନ ବଘାର, ପବିତ୍ର ସାଣ୍ଢ, ନିରାକାର ବଘାର, ଅଜିତ ତରିଆ, କେଦାର ବଡ଼ଜେନା, ହୃଷିକେଶ ମାହାର, କାମଦେବ ପଧାନ, ନରେନ୍ଦ୍ର ପଶାୟତ, ଯେମନ୍ତ ବଗର୍ତ୍ତୀ, ରୁପେଶ ସାଣ୍ଢ, ହୃଦାନନ୍ଦ ପଧାନ, ନରୋତ୍ତମ ପଧାନ, ବସନ୍ତ ଭୋଇ, ତ୍ରିଲୋଚନ ବାଗ, ସୁବାସ ବଘାର, ସଞ୍ଜୟ ବାଗ, ଶ୍ରୀୟାପତି ଅଗସ୍ତି, ପ୍ରଶାନ୍ତ ମାହାର, ପୁରନ୍ଦର ସେଠ୍, ଅବିନାଶ ଭୋଇ, ଭୋଳା ଭୋଇ, ଭୁଜ ଭୋଇ, ଉମାକାନ୍ତ କର୍ମୀ, ନୀତେଶ ସେଠ୍, କୁନୁ ପଧାନ, ପିକୁନ ପଧାନ, ମଣ୍ଟୁ ପୁଟେଲ, ସମୀର ଅମାତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ।
ପବିତ୍ର ଅଁଳା ନବମୀ ତିଥି ରେ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
Friday, October 31, 2025
0

Tags