ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ଶିଶୁ ମନ୍ଦିର ସମ୍ମୁଖରେ ଇ ବିମାନ ଷ୍ଟାର୍ଟ ଅପ୍ ଦ୍ଵାରା ପ୍ରସ୍ତୁତ ଶ୍ରେୟାଂସ ଏଲ ଏସ ଇ ଭି ସ୍କୁଟି ସୋରୁମ ବହୁ ଆଡମ୍ବର ସହକାରେ ଉଦ୍ଗାଟିଟ ହୋଇଯାଇଛି । ଉଦ୍ଘାଟନ କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ଖଡିଆଳ ହିତେଶ କୁମାର ବଗର୍ତ୍ତି , ପୂର୍ବତନ ସରପଂଚ ବୋଡ଼େନ ନୃପରାଜ୍ ତାଣ୍ଡି , ଅତିନ୍ଦ୍ର ଜିତ ସିଂ, ଡିଙ୍ଗର ମହାନନ୍ଦ, ସୌଦାଗର ସାହୁ, ବୋଡ଼େନ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡ ,ରୋହିତ ଦଣ୍ଡସେନା ,ଅନୁର ସିଂ ମାଝୀ, ପର୍ଶୁରାମ ସେଠୀ, ପୂର୍ବତନ ସରପଂଚ ଫରସରା ରାଜୁ ହେର୍ଣା, ବରିଷ୍ଟ ସାମ୍ବାଦିକ ବିଶିକେଶନ ପଣ୍ଡା , ଟିକେଶ୍ୱର୍ ନାଗ , ଡକ୍ଟର ପୁଣ୍ୟବ୍ରତ ମହାପାତ୍ର , ରଜତ ପଟ୍ଟନାୟକ ତଥା ବୋଡ଼େନ ଅଞ୍ଚଳ ଓ ଗ୍ରାମର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ପରିବେଶ ଅନୁକୂଳ, ସୁଲଭ ମୂଲ୍ୟ, ଆକର୍ଷଣୀୟ ରଙ୍ଗ ଓ ଡିଜାଇନ୍ ପାଇଁ ଗାଡ଼ି ଗୁଡ଼ିକ ଲୋକଙ୍କ ମନକୁ ବେଶ ପସନ୍ଦ ଓ ଆକର୍ଷିତ ହେଉଥିଲା । ପାଞ୍ଚ ପ୍ରକାର ଡିଜାଇନ୍ ସାଙ୍ଗ କୁ ଥରେ ଚାର୍ଜ ରେ ଯଥାକ୍ରମେ ୫୦ କି: ମି ରୁ ୧୦୦ କି:ମି ଯାଇ ପାରୁଥିବାରୁ ଓ ତିନି ବର୍ଷ ବ୍ୟାଟେରୀ ର ୱାରେଣ୍ଟି ସାଙ୍ଗକୁ ମୋଟରର ଏକ ବର୍ଷ ୱାରେଣ୍ଟି ଥିବାରୁ ଗ୍ରାହକ ମାନେ ଗାଡ଼ି କିଣିବାକୁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।
ବୋଡ଼େନ ରେ ଶ୍ରେୟାଂସ ଏଲ ଏସ ଇ ଭି ସ୍କ୍କୁଟି ସୋରୁମ୍ ଉଦ୍ଘାଟିତ
Saturday, March 14, 2026
0