କୃଷ୍ଣା ଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ

ଆଜତକ ଓଡ଼ିଶା
0

ଧର୍ମଗଡ (ପ୍ରଦିପ ସେଠିଆ) ଧର୍ମଗଡ ବ୍ଲକ କୃଷ୍ଣା ଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରି ପ୍ରଣତି ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ଅନୁଷ୍ଠିତ ପ୍ରଥମ ପ୍ରଯ୍ୟାୟ ଉତ୍ସବରେ ଧର୍ମଗଡ ବିଇଓ ଶ୍ରୀମତୀ ପଙ୍କଜିନି ମାଝୀ ସଭାପତିତ୍ବ କରିଥିଲାବେଳେ ।ମୁଖ୍ୟ ଅତିଥ୍‌ ଭାବେ ଧର୍ମଗଡ ବିଧାୟକ ସୁଧୂର ରଞ୍ଜନ ପଟଯୋଶୀ, ସମ୍ମାନୀତ ଅତିଥ୍‌ ଭାବେ ଧର୍ମଗଡ ଏନ ଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,, ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟଯୋଶୀ, ସାଂସଦ ପ୍ରତିନିଧୂ ଲକ୍ଷ୍ମୀ କାନ୍ତି ବାଗ, ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ, ଏ ବିଇଓ ହେମନ୍ତ କୁମାର ପଣ୍ଡା, ପୁରାତନ ଛାତ୍ର ବିଦ୍ୟାଧର ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।ଏବଂ ଦ୍ୱତୀୟ ପ୍ରଜାୟ ଉତ୍ସବରେ ମୁଖ୍ୟ ଅତିଥିଭାବେ ଧର୍ମଗଡ ବ୍ଲକ ବିଡିଓ ସଦାଶିବ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବଂକିମ ଚନ୍ଦ୍ର ମୁଣ୍ଡ ଓ ସମ୍ମାନିତ ଅତିଥିଭାବେ ଅରୂପା ନନ୍ଦ ଭୋଇ, ବିଶ୍ୱ ରଞ୍ଜନ ବେହେରା, ଯୁବ ସାମ୍ବାଦିକ ତଥା ପୁରାତନ ଛାତ୍ର ସୌମ୍ୟ ରଞ୍ଜନ ନାଏକ, ଅଧ୍ୟୟନରତ ବିଦ୍ୟାର୍ଥୀ ମାନେ କୌଶଳୀ, ସାହିତ୍ୟ ସୃଜନୀ, ଜିଜ୍ଞାସା, କ୍ରୀଡାଙ୍ଗନ ଓ ପିଏମଶ୍ରୀ ଦୋକାନ ଯାତ୍ରା ଏପରି ଚାରୋଟି ବିଭାଗରେ ନିଜ ନିଜ ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ଉତ୍ସବ ମଞ୍ଚ କୁ ଶିକ୍ଷକ ଶବ୍ଦ ସଂଯୋଜନା କରିଥିଲେ।ସରୋଜ କୁମାର ପଣ୍ଡା, ପ୍ରେମ ଲାଲ ଜଗତ, ଟିକି ବାଗ, ସାରଦା ସାହୁ, ସଂଜୀବ ମେହେର, ଜିତେନ୍ଦ୍ର ପ୍ରଧାନୀ, କାର୍ଯ୍ୟକ୍ରମ କୁ ପିଏମଶ୍ରୀ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସର ରେ ଛାତ୍ର ଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ଉତ୍ସବ ରେ ପୁରାତନ ଛାତ୍ର ଛାତ୍ରୀ ଓ ଅଭିଭାବକ ପ୍ରମୁଖ ଉପ ସ୍ଥିତି ରହିଥିଲେ

Post a Comment

0 Comments

Please Select Embedded Mode To show the Comment System.*

3/related/default