ନୂଆପଡା : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପାତଳଗଙ୍ଗା ଠାରେ ବାନର ସେନା ମଞ୍ଚ ପକ୍ଷରୁ ଏକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଥିଲା ଏହିକାର୍ୟ୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅଭିନନ୍ଦନ ପଣ୍ଡା ଓ ସମ୍ମାନିତ ଅତିଥି ଭାବରେ ବାନର ସେନା ଜିଲ୍ଲା ସଭାପତି ଶେଷଦେବ ପ୍ରଧାନୀ ଉପସ୍ଥିତ ଥିଲେ ବାନର ସେନା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇ ଥିଲା ଓ ସଭାପତି ଚୟନ କରାଯାଇ ଥିଲା ୧- ବାବେବିର - ରୁଦ୍ରମାଧବ ପଟେଲ ୨- ରୋକାଲ - ଉନମତ ଅଦା ୩- ଲିଟିସର୍ଗି - ଚକ୍ରଧର ଜଗତ ୪- ପରସରା ରୁଦ୍ରସିଂ ଧରୁଆ 5- ଲାରକା - ହେମନ୍ତ ଯୋଶୀ ୬- ବୋଡେ଼ନ - ଗୋବିନ୍ଦ ରାଉତ ୭- ବୋଇରଗାଁ - ଭଗତ ରାମ ନାଗ ପଂଚାୟତ ରୁ ସଭାପତି ଚୟନ କରାଯାଇଥିଲା ଓ ଆଗାମୀ ଦିନ ରେ ବୋଡେ଼ନ ବ୍ଲକ ରେ ସେବା ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏହି ସଭାରେ ସତାଧିକ ପୁରୁଷ ଓ ମହିଳା ଯୋଗଦାନ କରିଥିଲା।ଏହି କାର୍ଯ୍ୟକ୍ରମ ରେ ସତ୍ୟ ସାମଲ, ଗୋପାଳ ନାଏକ, ନରେନ୍ଦ୍ର ଜଗତ, ମଙ୍ଗଳ ନାଗ, ରୁଦ୍ର ଧରୁଆ ସହଯୋଗ କରିଥିଲେ।
ବାନର ସେନା ପକ୍ଷରୁ ବୋଡେ଼ନ ବ୍ଲକ ଠାରେ ପ୍ରଥମ ପର୍ଯ୍ୟାୟ ରେ ୭ ପଞ୍ଚାୟତ ସଭାପତି ଘୋଷଣା
Wednesday, December 24, 2025
0

Tags