ଭୁବନେଶ୍ୱର: (ସମୀର ରଞ୍ଜନ ନାୟକ) ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଜ୍ୟ ଓ ଅନ୍ୟ ୬ଟି ରାଜ୍ୟରେ ଜମି ରହିଛି । ଓଡିଶାରେ ୬୦,୪୨୬ ଏକର ୯୪୩ ଡିସିମିଲ୍ ପରିମିତ ଜମି ରହିଛି । ସେହିପରି ରାଜ୍ୟରେ ବାହାରେ ୬ ଗୋଟି ପ୍ରଦେଶରେ ମହାପ୍ରଭୁଙ୍କର ଏକର ୩୯୫.୨୫୨ ପରିମିତ ଜମି ରହିଥିବାର ଚିହ୍ନଟ କରାଯାଇଅଛି । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୃହରେ ସୂଚନା ଦେଇଛନ୍ତି । ସେହିପରି ବେଆଇନ୍ ଭାବେ ଅବରୋଧ ହୋଇଥିବା ଶ୍ରୀଜିଉଙ୍କ ଜମିକୁ ତଦନ୍ତ କରାଯାଇ ଚିହ୍ନଟ କରାଯାଉଛି । ରାଜ୍ୟର ୭ ଜିଲ୍ଲାରେ ୧୬୯ ଏକର ୮୬୧୬୭ ପରିମିତ ଜମି ଉପରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉଚ୍ଛେଦ କରାଯିବା ପାଇଁ ଶ୍ରୀମନ୍ଦିର ଆଇନ ଅନୁଯାୟୀ ୯୭୪ଟି ବେଆଇନ ଅବରୋଧ ମୋକଦ୍ଦମା ଦାୟର କରାଯାଇଛି
ଶ୍ରୀଜିଉଙ୍କ ଜମିକୁ ତଦନ୍ତ କରାଯାଇ ଚିହ୍ନଟ କରାଯାଉଛି
Saturday, December 06, 2025
0

Tags