ନୂଆପଡ଼ା:-୦୭.୧୨ (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭାଲେଶ୍ଵର ଗ୍ରାମ ର ପାନବାଇ ରାଉତ ଆଜି ଓଡ଼ିଶା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କୁ ସାକ୍ଷାତ କରି ଦାଦନ ଶ୍ରମିକ ରୂପେ ରାଜ୍ୟ ବାହାରକୁ ଯାଇ ପୁଅ ଫେରି ନଥିବା ଅଭିଯୋଗ କରିଛନ୍ତି। ମନ୍ତ୍ରୀ ଙ୍କୁ ତାଙ୍କ ମାଁ ପାନବାଇ ରାଉତ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ ପରେ ଡିଜି ପୋଲିସଙ୍କୁ ଜଣାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଗ୍ରାମର ଜଣେ ଦଲାଲ ତାଙ୍କ ପୁଅ ଙ୍କୁ ନେଇ ଦାଦନ ରୂପେ ପଠାଇଥିଲେ। ସେହି ଦିନ ଠାରୁ ତାଙ୍କ ପୁଅ ଦୀର୍ଘ ୪ ବର୍ଷ ହେବ ନିଖୋଜ ଥିବା ଜଣାଇଛନ୍ତି। ଗ୍ରାମ ଦଲାଲ ମାଁ ଙ୍କୁ ଧମକ ଚମକ୍ ଦେଉଥିବା ବେଳେ ଏକ ଲକ୍ଷ ଟଙ୍କା ନେଇ ଚୁପ ରହିବାକୁ ଗାଳି ଗୁଲଜ କରିଥିବା ମାଁ ପ୍ରକାଶ କରିଛନ୍ତି।
ଦାଦନ ଶ୍ରମିକ ରୂପେ ରାଜ୍ୟ ବାହାରକୁ ଯାଇ ପୁଅ ଫେରି ନଥିବାରୁ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କଲେ ମାଁ
Sunday, December 07, 2025
0