ବୀରମହାରାଜପୁର,୭/୧୨ (ଚୈତନ୍ୟ ଭୁକ୍ତା) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ର ସ୍ବେଛାସେବୀ ସଂଗଠନ ସିୟା ପରିବାର ଉତ୍କୃଷ୍ଟ ସମାଜସେବା ସକାଶେ ବଲାଙ୍ଗୀର କୋଶଲ କଲା ମଣ୍ଡଳ ଠାରେ ଆୟୋଜିତ ମାହେଶ୍ୱରୀ ମହୋତ୍ସବ ରେ ସମ୍ମାନିତ ହୋଇଛି, ସିୟା ପରିବାର ତରଫରୁ ସମ୍ପାଦକ ସୁଦାମ ଗାଈଗରିଆ ଙ୍କୁ ଓଡିଶା ରାଜ୍ୟ ଡ଼ୁମାଳ ପରିଷଦ ର ସଭାପତି ମଣ୍ଟୁ ଖମାରୀ ଉପସ୍ଥିତ ରହି ଉପଢ଼ୋକୋନ ଓ ମାନପତ୍ର ଗ୍ରହଣ କରିଥିଲେ।
ମାହେଶ୍ୱରୀ ମହୋଉତ୍ସବ ରେ ସିୟା ପରିବାର ସମ୍ମାନିତ
Sunday, December 07, 2025
0

Tags