ଜୁନାଗଡ଼ (ବିକ୍ରାନ୍ତ କୁମାର ପଟ୍ଟନାୟକ) : ଆଜି କଳମପୁର ବ୍ଲକ ପଟେଶ ଠାରେ ରାଜପୁତ କ୍ଷତ୍ରୀୟ ପାଇକ ସମାଜ ତରଫରୁ ଏକ ସଭା କୁଳପତି ଶ୍ରୀଯୁକ୍ତ ରଜନୀକାନ୍ତ ବିଶି ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହେଇଥିଲା । ସେଥିରେ କେତିଟି ସାମାଜିକ ସମସ୍ୟା ଉପରେ ଆଲୋଚନା ହୋଇଥିଲା ଏବଂ ଦେପୁର ମଣ୍ଡଳ ର ଜଣେ ଟାଣୁଆ ନେତ୍ରୀ ତଥା ସମାଜସେବୀ ଶ୍ରୀମତୀ ଉଷା ବଣୁଆ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି କିଛି ଅର୍ଥ ଉପାର୍ଜନ କରି ସମାଜ ଗୃହ ନିର୍ମାଣ ପାଇଁ ଅର୍ଥ ଦାନ କରିଥିବାରୁ ତାଙ୍କୁ ସମାଜର କୁଳପତି ସମ୍ବର୍ଦ୍ଧନା ଦେଇଥିଲେ । ପରେ ସେହି ସଭାରେ ୩୯ ଜଣ ମଣ୍ଡଳ ସଭାପତି, ୬ ଜଣ କୂଳସୋଦର ଏବଂ ଉପଦେଷ୍ଟା ମଣ୍ଡଳୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଗଲା ।
କଳମପୁର ବ୍ଲକ ପଟେଶ ଠାରେ ଆଜି ରାଜପୁତ କ୍ଷତ୍ରୀୟ ପାଇକ ସମାଜ ପଶ୍ଚିମ ମଣ୍ଡଳ ଭଇଁରୀଗୁଡା, କଳାହାଣ୍ଡି ତରଫରୁ ଦଶମ ମହାସଭା ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି
Sunday, December 07, 2025
0

Tags