ବୀରମହାରାଜପୁର, ୧୧/୧୨ (ଚୈତନ୍ୟ ଭୁକ୍ତା) ବୀରମହାରାଜପୁର ବ୍ଲକ କେନଝିରିଆପାଲି ରେ ଗୁରୁବାର ଦିନ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ସୋନପୁର ଜିଲ୍ଲା ବୀରମହାରାଜପୁର ପ୍ରଖଣ୍ଡ ତରଫରୁ କେଂଝରିଆପାଲି ଖଣ୍ଡ ର ବାରଝୁଲା ର ମନ୍ଦିର ସମ୍ମୁଖରେ ଓ କେନଝିରିଆପାଲି ର ଭାଗବତ ମନ୍ଦିର ପ୍ରାଙ୍ଗଣରେ ଶୋର୍ଯ୍ୟ ଦିବସ ପାଳନ କରାଯାଇଥିଲା, ଏଥିରେ ଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ନୀଳାମ୍ବର ଭାଇ ଯୋଗ ଦେଈ ବୌଦ୍ଧିକ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସତସଙ୍ଗ ପ୍ରମୁଖ ରାକେଶ ଭାଇ , ବଜରଙ୍ଗ ଦଳ ବୀରମହାରାଜପୁର ପ୍ରଖଣ୍ଡ ସହ ସଂଯୋଜକ ମୁକେଶ ବାରିକ କେନଝିରିଆପାଲି ପଞ୍ଚାୟତ ସଂଯୋଜକ ଡ଼ିଲେଶ୍ଵର ମଲ୍ଲିକ, ସହ ସଂଯୋଜକ ଓମ ପ୍ରକାଶ ମେଣ୍ଡିଲି ଓ ବଜରଙ୍ଗ ଦଳର ରବିଶଙ୍କର ମିଶ୍ର. ଅନନ୍ତ ପଧାନ ପୂର୍ଣ୍ଣ ଚନ୍ଦ୍ର ପଧାନ ଓ ବଜରଙ୍ଗ ଦଳ ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ର ଶୋର୍ଯ୍ୟଦିବସ ପାଳିତ
Thursday, December 11, 2025
0

Tags