କୋମନା: ୧୧/୮ ( ବିରବଲ ପ୍ରଧାନ) ନୁଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବଜାର ପଡିଆ କଲ୍ୟାଣ ମଣ୍ଡପ ପରିସରରେ କୋମନା ବ୍ଲକ ର ଏସସି(sc) ଏସଟି(st) ମିଳିତ ମଞ୍ଚ ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଜିର ବୈଠକରେ ଗତ ତା ୦୧/୦୮/୨୦୨୪ ରିଖ ରେ ସୁପ୍ରିମ କୋର୍ଟ ଙ୍କ ଦ୍ଵାରା ଏସଟି(st) ଏବଂ ଏସସି(sc) ସଂରକ୍ଷଣ ଉପରେ ବର୍ଗୀକରଣ ଓ କ୍ରିମିଳିୟର ରାୟ ବିରୁଦ୍ଧରେ ହେବାକୁ ଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣେଇ କୋମନା ବ୍ଲକ SC ST ମିଳିତ ମଞ୍ଚ କୋମନା ବ୍ଲକ ରେ ବନ୍ଦ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆଜିର ପ୍ରସ୍ତୁତି ବୈଠକ ରେ ବିଶିଷ୍ଟ ସମାଜ ସେବି ଶ୍ରୀମାନ ପ୍ରଶନ୍ନ କୁମାର ତାଣ୍ଡି ସଭାପତିତ୍ଵ କରିଥିବା ବେଳେ ସଭା ପରିଚାଳନା ଶ୍ରୀମାନ ଖଗେଶ୍ୱର ଦୀପ କରିଥିଲେ,ବୈଠକରେ କୋମନା ଆମ୍ବେଦକର କ୍ଲବ ର ସଭାପତି ଶ୍ରୀମାନ ଅଜମ୍ବର ତାଣ୍ଡି, ଉପସଭାପତି ଶ୍ରୀମାନ ରଞ୍ଜନ ସେନାପତି, ଡ଼ମ୍ବ ଗଣ୍ଡା ସମାଜ ବ୍ଲକ ସମ୍ପାଦକ ଶ୍ରୀମାନ ମୁଖ ସୁନା,ସମାଜ ସେବି ଶ୍ରୀମାନ ପାସା ମହାନନ୍ଦ,ଆଦିବାସୀ ସମାଜ ର ଯୁବ ସମାଜ ସେବି ତଥା ସମିତି ସଭ୍ୟ ଶ୍ରୀମାନ ହରିଶଚନ୍ଦ୍ର ମାଝୀ,ଟିକ୍ରାପଡା ଆମ୍ବେଦକର ସଙ୍ଘ ର ସଭାପତି ଭୀଷ୍ମ ସୁନାନୀ,କୁରେଶ୍ୱର ସଂଘଠନ ର ସମାଜ ସେବିଶ୍ରୀମାନ ଗୁଡ୍ଡୁ ଜଗତ,ଶ୍ରୀମାନ ମହେନ୍ଦ୍ର ଦୀପ,ଶ୍ରୀମାନ ଲଷ୍ମୀଭୋଇ, ସମାଜ ସେବି ଶ୍ରୀମାନ ରିଙ୍କୁ ସୁନା,ଶ୍ରୀମାନ ରାଜ ଦୁରିଆ,ଶ୍ରୀମାନ ସଞ୍ଜୟ ସୁନାନୀ, ଶ୍ରୀମାନ ପଦ୍ମଲୋଚନ ସୁନାନୀ, ଶ୍ରୀମାନ ଆକାଶ ତାଣ୍ଡି ଓ ସମସ୍ତ ଆମ୍ବେଦକର ପ୍ରେମୀ ବନ୍ଧୁ ମାନେ ଉପସ୍ଥିତ ଥିଲେ ।

Post a Comment