କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ହିଆଲ ପଂଚାୟତ ର ଦାବ୍ରି ଗାଁରେ ନବନିର୍ମିତ ମାଁ ଦୁଆରସନି ୟୁଥ୍ କ୍ଲବ୍ ର କ୍ଲବ୍ ଗୃହର ପ୍ରତିଷ୍ଠା ଓ ଉଦ୍ଘାଟନ ହୋଇ ଥିଲା। ଏହି ଅବସରରେ ତୁରେକେଲା ବ୍ଲକ ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀହେମାନନ୍ଦ ବିଶ୍ବାଳ , ସମାଜ ସେବୀ ଇସାନ ସୋମିୟା, ଆଦର୍ଶ ବିଦ୍ୟାଳୟ ଝରନି ର କିରାଣୀ ଗୋବିନ୍ଦ ତାଣ୍ଡି , ସମାଜ ସେବୀ ଆନୀୟା, ବ୍ଲକ ଶିକ୍ଷା କାର୍ଯ୍ୟଳୟ ର କିରାଣୀ ସଞ୍ଜୟ ଖିରା, ଅଗ୍ନି ବିଭାଗ ମେହେର ଆଜ୍ଞା ପ୍ରମୁଖ ଯୋଗଦେଇ କ୍ଲବ ଗୃହର ଉଦ୍ଘାଟନ କରିଥିଲେ। କ୍ଲବ ସଭାପତି ରାଜୁ ଛତ୍ରିଆ, ଉପ ସଭପତି ବୈକୁଣ୍ଠ କୁଅର, ସମ୍ପାଦକ ନଦୀ କିଶୋର ଚନ୍ଦନ, ସହ ସମ୍ପାଦକ ନଦୀ ରାଜ ମଲ୍ଲିକ, କୋଷାଧ୍ୟକ୍ ବୈକୁଣ୍ଠ ଚନ୍ଦନ , ସହ କୋଷାଧ୍ୟକ୍ଷ ଜଗତ ରାମ ମଲ୍ଲିକ, ଏବଂ ଦୂଆର୍ଶନି ୟୁଥ କ୍ଲବ୍ ର ସହଯୋଗୀ ପ୍ରତାପ ଚନ୍ଦ୍ର କୁଁଅର, ସହଯୋଗୀ ରୁକ୍ଷ ଚନ୍ଦନ, ସହୋଯୋଗି ନବୀନ ଭୋଇ, ଲାଏବ୍ରେନ୍ ଦୁଃଖନାସନ୍ ମଲ୍ଲିକ, ସଭ୍ୟ କ୍ରୀଷ୍ଣା ମିଶ୍ର, ବିଦୁର ନାଗ, ଲଛମନ, ସୁଶାନ୍ତ ଚନ୍ଦନ, ଗୌତମ ଚନ୍ଦନ, ଓକିଲ ଚନ୍ଦନ, ଜିତେନ୍ ଚନ୍ଦନ, ହୃଦା ମଲ୍ଲିକ, ଦୈତାରି ଛତ୍ରିଆ, କୁନ୍ତଭଟ ଚନ୍ଦନ, ଗଣେଶ ନାଗ, ସତ୍ୟ ମିଶ୍ର, ସୁଧୀର ଚନ୍ଦନ, ପ୍ରଧୂମ ନିଆଳ, ଅପିନ ମଲ୍ଲିକ, ବଡ ମାଝୀ, ଓ ଦାବ୍ରି ଗାଁର ଭଦ୍ରବ୍ୟକ୍ତି ବୁଦ୍ଧିଜୀବୀତଥା କ୍ଲବ ର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment