ନୂଆପଡା ୧୧/୮ (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ମଧୁସୂଦନ ଦାଶ ଆଜି ଯୋଗଦାନ କରି ଦାୟିତ୍ଵ ଗ୍ରହଣ କରିଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କଲା ପରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ । ଏହାପରେ ଅଧୂକାରୀ ଙ୍କ ସହ ସରକାର ଙ୍କ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ର ସମୀକ୍ଷା କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯାଇ ଗୋଟି ଗୋଟି କରି ସମସ୍ତ ବିଭାଗ ପରିଦର୍ଶନ କରିବା ସହ ମୁଖ୍ୟ ଚିକିତ୍ସା ଅଧୂକାରୀ ସହ ବିଭିନ୍ନ ସମସ୍ୟା ସମ୍ପର୍କ ରେ ପଚାରି ବୁଝିଥିଲେ । ଏଥି ସହ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀ ଓ ପରିଜନ ଙ୍କୁ ପୃଥକ ପୃଥକ ଭାବେ ସାକ୍ଷାତ କରି ସରକାର ଙ୍କ ପକ୍ଷରୁ ଦିଆ ଯାଉଥିବା ସ୍ବାସ୍ଥ୍ୟ ସୁବିଧା ସମ୍ପର୍କ ରେ ପଚାରି ବୁଝି ଥିଲେ ।

Post a Comment