ପାଟଣାଗଡ:-15/03(ଗଣେଶ ଦାସ ):-ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଏନ୍ଏସି ସ୍ଥିତ କୋର୍ଟ ପରିସରରେ ସର୍ବସାଧାରଣ ଶୈ।ଚାଳୟ ପାଟଣାଗଡ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ଉଦଘାଟିତ କରିଥିଲେ ! ଏହି ଶୈ।ଚାଳୟଟି ସର୍ବସାଧାରଣ ମହିଲା ଓ ପୁରୁଷଙ୍କ ପାଇଁ ଦେୟମୁକ୍ତ ହୋଇଥିବାରୁ କୋର୍ଟକୁ ଦୈନିକ ଆସୁଥିବା ମହିଲା ଓ ପୁରୁଷଙ୍କ ପାଇଁ ସୁବିଧା ହୋଇପାରିବ । ଏହି ଶୈ। ଚାଳୟଟି ୬ ଲକ୍ଷ ଟଙ୍କା ବିନିମୟରେ ଏସବିଏମ ପାଣ୍ଠିରୁ ଚାରୋଟି କୋଠରି ନିର୍ମାଣ ହୋଇଛି । ଆଜିର ଏହି ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷା ମାନଶି ବିଶ୍ଵାଳ, ଉପନଗରପାଳ ପ୍ରଫୁଲ୍ଲ କୁମାର ମେହେର ଯୋଗଦେଇଥିବାବେଲେ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ଓ କନିଷ୍ଠ ଯନ୍ତ୍ରୀ ଟନ କିଶୋର ନାଏକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ଏନ୍ଏସି ପ୍ରତିନିଧି ସୁକୁମାର ବାରିକ ଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ ।

Post a Comment