ଗଞ୍ଜାମ/ବୁଗୁଡା,୨୫/୦୩ (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଳକର ତାକରଡା ଗ୍ରାମରେ ଏଇ କିଛି ଦିନ ହେଲା ପାନୀୟ ଜଳର ସମସ୍ୟା କାରଣରୁ ଆଜି ପୂର୍ବାହ୍ନରେ ଗ୍ରାମର ବହୁ ସଂଖ୍ୟକ ଅନେକ ମହିଳା ବୁଗୁଡା –ନୟାଗଡ଼ ରାଜରାସ୍ତା ଉପରେ ହାଣ୍ଡି, ମାଠିଆ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ବେଶ୍ କିଛି ସମୟ ଧରି ରାଜରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ଯାନବାହାନ ଅଟକି ରହିବାରୁ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ସମ୍ପର୍କେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ପ୍ରତିବାଦକାରୀଙ୍କୁ ବୁଝାଶୁଝା କରିବା ସହ ଜଳ ସମସ୍ୟା ର ପ୍ରତିକାର ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକ ଙ୍କ ରାସ୍ତା ଅବରୋଧ ହଟିଥିଲା ।

Post a Comment