Homeଓଡ଼ିଶା ବାଇକ ଆରୋହି ଟ୍ରକ ପଛପଟେ ଧକ୍କା ହୋଇ ମୃତ ଆଜତକ ଓଡ଼ିଶା Saturday, April 27, 2024 0 ନୂଆପଡ଼ା/କୋମନା (ବିରବଲ ପ୍ରଧାନ),୨୭/୦୪/୨୪: କୋମନା ଥାନା ମାନିଗୁଡା ଛକ ନିକଟ ୩୫୩ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଆଜି ପ୍ରାୟ ସଂଧ୍ୟା ୭ଟା ସମୟରେ ଛିଡ଼ା ହୋଇଥିବା ଟ୍ରକ ପଛ ପଟେ ପିଟି ହୋଇ ବାଇକ ଆରୋହୀ ମୃତ। ମୃତକ ଜଣକ ମାନିଗୁଡ଼ା ଗାଁର ଟିକ ବେମାଲ ବୋଲି ଜଣାପଡିଛି। You Might Like View all
Post a Comment