ଭବାନୀପାଟଣା (ଆଜତକ୍ ଓଡ଼ିଶା) ଜଙ୍ଗଲ ଜମି ପଟା ଦାବିରେ ଆମରଣ ଅନଶନ, କେଗାଁ ରେଞ୍ଜରଅଫିସ ସଂମୁଖରେ ଶତାଧିକ ଜନସାଧାରଣ ଆମରଣ ଅନଶନ କରୁଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟିକାନି ଗ୍ରାମର ଆଦିବାସୀହରିଜନ ଓ ପଛୁଆ ବର୍ଗର ୨୫୦ଜଣ ହିତାଧିକାରୀଙ୍କ ପକ୍ଷରୁ ଜଙ୍ଗଲ ଜମି ଚାଷ କରି ଆସୁଅଛୁବୋଲି କହିଛନ୍ତି।ଉକ୍ତ ହିତାଧିକାରୀ ମାନେ ବହୁ ଦିନରୁ ସରକାରଙ୍କୁ ପଟା ଯୋଗାଇ ଦେବା ପାଇଁ ଅନେକ ଥର କଳାହାଣ୍ଡି ଜିଲ୍ଲାପାଳ,ତହସିଲଦାର ଗୋଳାମୁଣ୍ଡା, ଉପଜିଲ୍ଲାପାଳ ଧର୍ମଗଡ଼ ବିଡିଓ ଗୋଳାମୁଣ୍ଡା ତାପରେ କେଗାଁସେକ୍ସନକାର୍ଯ୍ୟଳୟରେ ଅନେକ ଥର ଦ୍ୱାରସ୍ତ ହୋଇ ଥିଲେ ମଧ୍ୟ କୌଣସି କର୍ଣ୍ଣପାତ କରୁ ନାହାନ୍ତି । ସରଳ ଆଦିବାସୀ ହରିଜନ ଓପଛୁଆ ବର୍ଗ ଙ୍କପ୍ରତି ଧୂଆଁ ବୁଲାଇ ଆମର ଦାବି ପୂରଣ କରି ନ ଥିବାରୁ ପାରମ୍ପରିକ ବାଜା ବାଦ୍ୟରେ କେଗାଁ ସେକ୍ସନରେଞ୍ଜର ଙ୍କୁ ଚେତାବନୀ ଦେବା ପାଇଁ ଆଜି ଆମ୍ଭେ ଆମରଣ ଅନଶନ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛୁ ବୋଲି କହିଥିଲେ । ଯତୀନ୍ଦ୍ର ସେନାପତି, ଅଲେଖ ତାଣ୍ଡି, ରମଣୀ ମହାନନ୍ଦ, କାଳିଆ ସାଗର, ଉମା ସିଙ୍ଗ ମାଝୀ, ସୁବାଷ ବାଗ, କେଦାର ବାଗ, ଲକ୍ଷ୍ମୀ ମହାନନ୍ଦ, ଅମୃତ ହଂସ, ସୁଖା ମାଝୀ, ଇଲେ ବାଗ, ଚନ୍ଦ୍ରିକା ମହାନନ୍ଦ, ପ୍ରମୁଖ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ମାନେ ଗ୍ରୀଷ୍ମ ଖରାରେ ଯୋଗ ଦେଇଥିଲେ । କେଗାଁ ସେକ୍ସନ ରେଞ୍ଜର ଯେ ପର୍ଯ୍ୟନ୍ତ ଆମର ଦାବି ପୂରଣ ନ କରିବେ ସେ ପର୍ଯ୍ୟନ୍ତ ଅଫିସ ସମ୍ମୁଖରେ ଧାରଣାରେ ବସିବା ପାଇଁ ପ୍ରସ୍ତୁତି ବୋଲି କହିଛନ୍ତି।

Post a Comment