ନୂତନ ସେବା ସଂଗଠନ ମହାନତା ରକ୍ତ ଦେଇ ବଞ୍ଚାଇଲେ ଥାଲାସେମିଆ ରୋଗୀର ଜୀବନ


ଖୋର୍ଦ୍ଧା:୨୭/୪ (ଆଜତକ୍ ଓଡ଼ିଶା) ଥାଲାସେମିଆ ରୋଗୀଙ୍କ ଗ୍ରୀଷ୍ମ ଋତୁରେ ରକ୍ତ ମିଳିବା କଷ୍ଟକର ହୋଇ ପଡ଼ିଛି, ବହୁତ ରୋଗୀ ରକ୍ତ ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି, କିନ୍ତୁ ଆଜି ଖୋର୍ଦ୍ଧାରେ ଏକ ଥାଲାସେମିଆ ରୋଗୀ ପାଇଁ ନୂତନ ସେବା ସଂଗଠନର ଏକ ଯୁବ ସମାଜ ସେବୀ ବିକାଶ ଭୋଇ କୁନି ଝିଅଟି ପାଇଁ ସାଜିଲେ ଜୀବନ ଦାତା, ରକ୍ତ ଦେଇ ବଂଚାଇଲେ କୁନି ଝିଅର ଜୀବନ, ଏବଂ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଲେ, ଏବଂ ଯୁବ ସମାଜ ସେବି ବିକାଶ ଭୋଇ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି କି ସେ ଯେତେଦିନ ଯାଏଁ ବଞ୍ଚିବେ ସମାଜ ସେବା କରିଚାଲିବେ।

Post a Comment

Previous Post Next Post