ବେଲପଡା : ୩/୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପାଟଣାଗଡ ଡିଭିଜନ ତରଫରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା କେନ୍ଦୁପତ୍ର କର୍ମଚାରି ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଶିବାନନ୍ଦ ପରିଛାଙ୍କ ଅଧ୍ୟକ୍ଷତାରେ ଆଜିର ଅନୁଷ୍ଠିତ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ କି କି ପ୍ରକାର ସୁବିଧା ସୁଯୋଗ କରିଛନ୍ତି ଶ୍ରୀ ପରିଛା ସମସ୍ତଙ୍କୁ ଅବଗତ କରିଥିଲେ । ବୈଠକରେ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ପୁରୁଷ ମହିଳା ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ କି, ପାଟଣାଗଡ ନିର୍ବାଚନ ମଣ୍ଡଳୀ ପ୍ରାୟତଃ ୫୫ ହଜାର ଗୁଚ୍ଛା କଟାଳି ଓ କେନ୍ଦୁ ପତ୍ର ତୋଳାଳୀ ଅଛନ୍ତି । ସଂଘ ତରଫରୁ ଏକ ଯୁବ ନେତାକୁ ହାତ ମୁଠାକୁ ଟାଣ କରିବା ପାଇଁ ଶ୍ରୀ ପରିଛାଙ୍କୁ ବିଜୁ ଜନତା ଦଳ ତରଫରୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଦେଲେ କେନ୍ଦୁପତ୍ର ସଂଘର ସମସ୍ତ ହିତାଧିକାରୀ ତାଙ୍କର ପୂର୍ଣ୍ଣ ସମର୍ଥନ ରହିବା ଓ ଆଶା ବାଦୀ ଅଛନ୍ତି । ଶ୍ରୀ ପରିଛାଙ୍କ ଠାରେ କିଛି ତୋଲlଲି ଅଭିଯୋଗ ଆଣିଥିଲେ ଯେ ତାଙ୍କ ପୁଅ ଝିଅ ମାନଙ୍କ ପାଠ ପଢ଼ା ପାଇଁ ଛାତ୍ର ଛାତ୍ରୀ ବୃତ୍ତି ପ୍ରାୟ ଦୁଇ ବର୍ଷ ହେଲା ପାଉନାହାନ୍ତି । ବିବାହ ଯୋଗ୍ୟ ଝିଅ ମାନଙ୍କ ପାଇଁ ପ୍ରଶାହନ ରାଶି ଆଜି ପର୍ଯ୍ୟନ୍ତ ମିଳି ନାହାନ୍ତି । ଏଣୁ ଶ୍ରୀ ପରିଛା ଏହାକୁ ଗୁରୁତ୍ୱ ଦେଇ ଆମ୍ବ ମାନଙ୍କର ଦାବି ଗୁଡିକୁ ସରକାର ସ୍ତରରେ ଉପସ୍ଥାପନା କରିବେ ବୋଲି ଆମ୍ବେମାନେ ଆଶାବାଦୀ ଅଟୁ ।

Post a Comment