ହରଭଙ୍ଗା : (ଆଜତକ୍ ଓଡ଼ିଶା) ସୁଲଳିତ କଣ୍ଠ ରୁ ଝରୁଛି ସୁମଧୁର ଗୀତ ର ଝଙ୍କାର। ଜୀଏବି ଶୁଣିଲେ ଘଡିଏ କାନଡେରୀ ଭାବୁକ ହୋଇଯିବ। ଏମିତି ଏକ କୁନି ଝିଅର କଣ୍ଠ ରୁ ଝରୁଛି ମହୁ। ବୌଦ୍ଧ ଜିଲ୍ଲା ଉପାନ୍ତ ଅଂଚଳ ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟ ର ଦ୍ୱିତୀୟ ବର୍ଷ ର ଛାତ୍ରୀ ଭେସ୍ମିନ ଅମାତ। ବଣରେ ବଣ ମଲ୍ଲୀର ମହକ ଭଳି ଝସ୍ମିନ ର କଣ୍ଠର ଗୀତ। ଗୁରୁ ବିନା ଏତେ ସୁନ୍ଦର ଗୀତ ଭଗବାନ ଙ୍କ ବରଦାନ। ପାଠରେ ବି ଯେମିତି ଗୀତରେ ବି ସେମିତି ଆସନ୍ତୁ ଶୁଣିବା ଏହି ଭାଇରଲ ଝିଅ ର କୋକିଳ କଣ୍ଠ ରୁ ସୁମଧୁର ଗୀତ।
ଭାଇରଲ ହେଉଛି ସୁଲଳିତ କଣ୍ଠ ରୁ ସୁମଧୁର ଗୀତ
ଆଜତକ ଓଡ଼ିଶା
0
Post a Comment