୩୧ତମ ଭୀମ ପାହାଡ଼ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ


ଧଳପୁର :(ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟା ଭୀମ ପାହାଡ଼ ପଡିଆରେ ଆଜି ୩୧ତମ ଭୀମ ପାହାଡ଼ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ ହୋଇଛି!ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ମଥୁରା ପଂଚାୟତ ଯୋଗାଣ ସହାୟକ ସୁଶାନ୍ତ କୁମାର ପ୍ରଧାନ ଯୋଗ ଦେଇଥିଲେ। ଆଜିର ପ୍ରଥମେ ମ୍ୟାଚ ରେ BDPL -କେଳାକଟା (B)ହରାଇ ବିଜୟୀ ହୋଇଥିଲେ।କେଳାକଟା କ୍ରିକେଟ ଆସୋସେସନ ର ଶୈଳେନ୍ଦ୍ର ପଲିଆ, ପ୍ରଦଶ ପ୍ରଧାନ, ରାଜା ପ୍ରଧାନ, ସିକୁ ମାହାକୁଡ଼ ଙ୍କ ସହିତ ଆସୋସେସନ ସମସ୍ତ କର୍ମ କର୍ତ୍ତା ସଂପୂର୍ଣ ମାତ୍ରାରେ ଖେଳରେ ସାହାଯ୍ୟ ସହଯୋଗ କରିଥିଲେ।

Post a Comment

Previous Post Next Post