ଜଳେଶ୍ୱର ୨୫/୭ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଲକର ନାମ୍ପୋଠାରେ ବିଜେପିର ଏକ ସାଂଗଠନିକ ବୈଠକ ଜଗଦୀଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଗୋପାଳ ଚନ୍ଦ୍ର ଦତ୍ତ, ଜିଲା ଉପସଭାପତି ପ୍ରବୀର କୁମାର ପ୍ରଧାନ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ନାମ୍ପୋ ପଂଚାୟତରେ ସାଂଗଠନିକ ଦକ୍ଷତା ସଂପର୍କରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଆବସ ଯୋଜନରେ ଦୁର୍ନିତୀ, ନାମ୍ପୋ ଡାକ୍ତରଖାନାର ଡାକ୍ତରଙ୍କ କ୍ୱାଟର ନିର୍ମାଣରେ ବିଳମ୍ବ, ୫ଟି ହାଇସ୍କୁଲ ନିର୍ମାଣରେ ଘୋଟାଲା, ତିଳାପଟା ଅଂଗନୱାଡି ଗୃହ ନିର୍ମାଣରେ ଟାଳଟୁଳ ନିତୀ, ବସୁଧା ଯୋଜନାରେ ପିଇବାପାଣି ଯୋଗାଣରେ ଅନୀୟମିତତା ସଂପର୍କରେ ଆଲୋଚନା ହୋଇଛି । ଶେଷରେ ଗୋପାଳ ଚନ୍ଦ୍ର ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment