ବାଲେଶ୍ଵର (ପ୍ରଭାକର ମଲ୍ଲିକ) ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନିର୍ଦେଶରେ ବିଧାୟକଙ୍କ ଦ୍ୱାରାବୃକ୍ଷ ରୋପଣ ! ସୂଚନା ଅନୁଯାୟୀ ବିଜୁ ଜନତା ଦଳ ତାର ୨୫ବର୍ଷରେ ପାଦ ସ୍ଥାପନ କରିଥିଲା ବେଳେ ଉକ୍ତ ପ୍ରତିଷ୍ଠା ଦିବସକୁ ମନେ ରଖିବା ତଥା ବାୟୁମଣ୍ଡଳରୁ ଅମ୍ଳଜାନ ଅଭାବ ଦୂରକରିବା ଓ ପ୍ରାକୃତିକ ସୋନ୍ଦର୍ଯ୍ୟ ସୃଷ୍ଟି କରିବା ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ବିଜୁ ଛାତ୍ର ଓ ଯୁବକ ମାନଙ୍କୁ ପ୍ରତ୍ୟେକ ପଞ୍ଚାୟତରେ ୨୫ଟି କରି ଗଛ ଲଗାଇବାକୁ ନିର୍ଦ୍ଧେଶ ଦେଇଥିଲା ବେଳେ ଆଜି ବାଲେଶ୍ୱର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇ ଥିଲା ବେଳେ ବାଲିଆପାଳ ବ୍ଲକ ର ବରିଷ୍ଠନେତା ପୂର୍ବତନ ଜିଲ୍ଲା ପରିଷଦ ରବିନ୍ଦ୍ର ନାଥ ଅଣ୍ଡିଆ , ବାଲିଆପାଳ ବ୍ଲକ ଛାତ୍ର ସଭାପତି ଲକ୍ଷ୍ମୀ ଧର ପାତ୍ର , ବାଲିଆପାଳ ବ୍ଲକ ଯୁବ ସଭାପତି ସଞ୍ଜୟ ପ୍ରଧାନ , ଦ୍ୱାରା ବୃକ୍ଷ ରୋପଣ କରାଯାଇ ଥିଲା ଏହି ସମୟରେ ବାଲେଶ୍ବର ଜିଲ୍ଲା ଯୁବ ସମ୍ପାଦକ ଉଜ୍ଜଳ ଗିରି ରାମକୁଷ୍ଣ ପ୍ରଧାନ, ସୁଷ୍ଟିଧର ଦଳାଇ ,ନିତ୍ଯାନନ୍ଦ ଦାସ ,ଭାରତୀ ସାହୁ ,ସୁଭଦ୍ରା ଜେନା ,କବିତା ବାରିକ୍ ,ବିଜୟ ଲକ୍ଷ୍ମୀ ଭୂୟାଁ ,ବିନତୀ ଦଳାଇ ,ବାଲେଶ୍ବର ଜିଲ୍ଲା ଛାତ୍ର ସମ୍ପାଦକ ଭୈରବ ଦାସ ରାମକୁଷ୍ଣ ଧଳ ,ତପନ ଦଳାଇ ,ଶିବ ପ୍ରସାଦ ଦଳାଇ ,ପର୍ଶୁରାମ ଚଣ୍ଡ ,ଅଜୟ ଜେନା ,ପଞ୍ଚାନନ ଦାସ ,ସୁଷ୍ଟିଧର ଦଳାଇ ,ନିତ୍ଯାନନ୍ଦ ଦାସ ,ବଳରାମ ପ୍ରଧାନ ,ସାଧନା ଦଳାଇ ସଞ୍ଜୁ ଲତା ଗିରି ,ସୁଭଦ୍ରା ଜେନା ,ସରସ୍ବତୀ ଗିରି ଓ ବହୁ ବିଜୁ ଜନତା ଦଳର କର୍ମ କର୍ତ୍ତା ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା !
ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳ ପକ୍ଷରୁ ବାଲିକୁଟୀ ପଞ୍ଚାୟତରେ ଚାରା ଗଛ ରୋପଣ କଲେ ଯୁବ ସଭାପତି ଓ ଛାତ୍ର ସଭାପତି
ଆଜତକ ଓଡ଼ିଶା
0
Post a Comment