ଜଳେଶ୍ବର,୦୪/୫ (ଜଗନ୍ନାଥ ଗୋଛାୟତ) ବାଲେଶ୍ୱର ବାହାନଗା ନିକଟରେ ଭୟଙ୍କର ରେଳ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ ଏବଂ ଦିବଂଗତମାନଙ୍କ ଆତ୍ମାର ସଦଗତି କାମନା କରି ଜଳେଶ୍ୱର ବିଜେପି ପକ୍ଷରୁ ମା ଦକ୍ଷିଣା କାଳୀ ମନ୍ଦିର ପ୍ରାଙ୍ଗଣରେ ଜଗଦମ୍ବାଙ୍କ ନିକଟରେ ଏକ ସାମୂହିକ ଦୀପଦାନ ସହ ପ୍ରାର୍ଥନା କରାଗଲା । ଭାଜପା ନଗର ସଭାପତି ଫାଲ୍ଗୁନୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ,ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସମୀର ପାତ୍ର, ଯୁବନେତା ସିଦ୍ଧାର୍ଥ ଶଙ୍କର ପାଳ, ଅବସର ପ୍ରାପ୍ତ ଅଧ୍ୟାପିକା ଇନ୍ଦୁମତୀ ଗିରି, ଶିକ୍ଷକ ବଂଶୀଧର ବାରିକ,ରତ୍ନାକର ରାୟ,ମଣ୍ଡଳ ସଭାପତି ତପନ ବିଶ୍ୱାଳ, କାର୍ଯ୍ୟକାରୀ ମଣ୍ଡଳ ସଭାପତି ବିଶ୍ଵରୂପ ଦାସ, ବନମାଳୀ ଧଳ, ସିଦ୍ଧେଶ୍ୱର ପଣ୍ଡା, ଅନନ୍ତ ଦାସ, ସୁମତି ରଣା, ନନ୍ଦନ ଦତ୍ତ, ସମରେନ୍ଦ୍ର ପଣ୍ଡା,ନଗେନ୍ଦ୍ର ପାତ୍ର, ବିପ୍ଳବ ପ୍ରଧାନ, ସଂଗ୍ରାମ ଜେନା,ନାଏବ ସରପଞ୍ଚ ଅରବିନ୍ଦ ମଣ୍ଡଳ, ସଂଜୀବ ସେନାପତି, ନିତ୍ୟାନନ୍ଦ ଦାସ, ବରେନ୍ଦ୍ର ପ୍ରଧାନ, ସୁଜୟ ଗିରି,ଶ୍ରୀହରି ବେହେରା,ଅଜୟ ଦାସ, ମାନସ ସାମଲ, ମହେଶ୍ୱର ସେନାପତି, ସତ୍ୟବ୍ରତ ପଣ୍ଡା, ଖୋକନ ଘୋଷ, ସଞ୍ଜୟ ବେରା, ଗୌରୀଶଙ୍କର ଦଳେଇ, ଅଶୋକ ପ୍ରମାଣିକ,ପାର୍ଥ ସାରଥୀ କର,ପ୍ରବୋଧ ପାତ୍ର, ଅଜୟ ପାତ୍ର, ଅରୁଣ ଦାସ, ବିବେକାନନ୍ଦ ଆଚାର୍ଯ୍ୟ, ରାଜୀବ ଘୋଷଙ୍କ ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଶାନ୍ତି ମନ୍ତ୍ର ପାଠ କରାଯାଇ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା ।

Post a Comment