ବୌଦ୍ଧ,(ଆଜତକ୍ ଓଡ଼ିଶା)ବୌଦ୍ଧ ଜିଲ୍ଲା କୁ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ ( RDC ) ରେ ସାମିଲ କରିବା ଏବଂ ବୌଦ୍ଧ ବିଜ୍ଞପିତ ଅଂଚଳକୁ ପୌର ପରିଷଦ ର ମାନ୍ୟତା ପ୍ରଦାନ କରିବା ଦାବିରେ ଆଜି ବୌଦ୍ଧ ନାଗରିକ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଏହିଗଣଧାରଣା କୁ ବୌଦ୍ଧ ଜିଲ୍ଲା ପାଣ.. ଗଣ୍ଡା ସମାଜ ବିକାଶ ପରିଷଦ ସମ୍ପୂର୍ଣ୍ଣ ସମର୍ଥନ କରିଥିବା ଜଣାଯାଇଛି ।
ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା
Post a Comment