ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗୀତା ବିଶ୍ୱାସଙ୍କର ଜଳଛତ୍ର ସେବା


ଆଜତକ୍ ଓଡ଼ିଶା : ଏବର୍ଷ ଅଧିକ ଅସହ୍ୟ ଗ୍ରୀଷ୍ମପ୍ରବାହ ଗରମ ଗୁଳୁଗୁଳି କୁ ଦୃଷ୍ଟିରେ ରଖି ସାମାଜିକ କର୍ମୀ ଶ୍ରୀମତୀ ଗୀତା ବିଶ୍ୱାସ  ଭୁବନେଶ୍ୱର ଜୟଦେବ ବିହାର ଠାରେ ଜଳଛତ୍ରର ବ୍ୟବସ୍ଥା କରି ସେବା ଯୋଗାଇଲେ ଜନ ସାଧାରଣଙ୍କୁ ପ୍ରତିଦିନ ୨୦୦ ଶହରୁ ଉର୍ଦ୍ଧ ଲୋକଙ୍କୁ ଦହି ସର୍ବତ କରି ବାଣ୍ଟି ଛନ୍ତି,ରାସ୍ତାରେ ଯାଉଥିବା ବାଟେଇ ମାନେ ଥଣ୍ଡା ପାଣି ଦହି ସର୍ବତ ସେବନ କରି ନିଜର ତୁଷା ମେଣ୍ଟାଉଛନ୍ତି ଗୀତା ବିଶ୍ୱାସ କହିଛନ୍ତି ଜଳ ହଁ ଜୀବନ ଜଳ ବିନା ମଣିଷ ବଞ୍ଚିବା ଅସମ୍ଭବ ଆମେ ଜଳ ସେବା ପ୍ରଦାନ କରିବା ସମସ୍ତେ ଜଳଛତ୍ର ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇବା ଆବଶ୍ୟକ ଖରା ଦିନରେ ବାଟୋଇ ଟିଏ ଟାଣ ଖରାରେ ବାହାରକୁ ଗଲା ବେଳେ ଅତିରିକ୍ତ ତାତି ପବନ ଟାଣ ଖରା ପାଇଁ ତଣ୍ଟି ଶୁଖିଯାଏ ଏହାର ଏକ ମାତ୍ର ଉପାୟ ଜଳଛତ୍ର ସେବା ଯୋଗାଇବା,ସମାଜ ସେବୀ ଗୀତା ବିଶ୍ୱାସ କହିଛନ୍ତି ଗ୍ରୀଷ୍ମପ୍ରବାହ ଥିବା ଯାଏ ଏମିତି ଲୋକଙ୍କୁ ଜଳସେବା ଜାରି ରହିବ ।

Post a Comment

Previous Post Next Post