ବୈଦ୍ୟରାଜ ସମ୍ମାନରେ ସମ୍ମାନିତ ଗୀତା ବିଶ୍ୱାସ


ଆଜତକ୍ ଓଡ଼ିଶା : ସତ୍ୟ ସାଇ ଆୟୁବିଜ୍ଞାନ ମହାବିଦ୍ୟାଳୟ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର ପକ୍ଷରୁ ଆତର୍ଜତୀୟ ଯୋଗ ଦିବସ ପାଳନ କରା ଯାଇଛି ଆଜିର ଏହି ପବିତ୍ର ଦିନରେ ସମ୍ମାନିତ କାର୍ଯ୍ୟକ୍ରମ କରାଯାଇ ଥିଲା,ସାମାଜିକ କର୍ମୀ ଗୀତା ବିଶ୍ୱାସଙ୍କ ନିଃସ୍ୱାର୍ଥପର ସେବାକୁ ପ୍ରଶଂସା କରାଯାଇ ବୈଦ୍ୟରାଜ ସମ୍ମାନରେ ସମ୍ମାନିତ କରା ଯାଇଛି ଉତ୍ତରୀୟ,ମାନପତ୍ର ପ୍ରଦାନ କରାଯାଇ ଆଜିର ଏହି କାର୍ଯ୍ୟକ୍ରମରେ ଯୋଗ ଉପରେ ଆଲୋଚନା କରା ଯାଇଥିଲା ପ୍ରତିଦିନ ଯୋଗର ଅଭ୍ୟାସ କରିଲେ କିପରି ମଣିଷ ନିରୋଗୀ ରହି ପାରିବ ସେହି ବିଷୟରେ ସଚେତନ ବାର୍ତ୍ତା ଦିଆଯାଇ ଥିଲା,ଗୀତା ବିଶ୍ୱାସ କହିଛନ୍ତି ସେ ଆଜିର ଶୁଭ ଦିବସରେ କାର୍ଯ୍ୟକ୍ରମରେ ସାମିଲ ହୋଇ ଅତ୍ୟନ୍ତ ଖୁସି ସେ ଦୁଃଖୀ ରଙ୍କିଙ୍କ ପାଇଁ ଆଗକୁ ସେବା କାର୍ୟ୍ଯ ଜାରି ରଖିବେ ଏକ ସୁସ୍ଥ ନିରୋଗ ସମାଜ ଗଠନ ଦିଗରେ ତାଙ୍କର ଭୂମିକା ଓ ଅବଦାନକୁ ସେ ଦାୟିତ୍ୱର ସହିତ ଠିକ ଭାବେ ତୁଲାଇବେ ସମାଜ ପାଇଁ ତାଙ୍କର କର୍ତ୍ତବ୍ୟ କରିବେ ଅନୁଷ୍ଠାନକୁ ଓ ଅଶୋକ କୁମାର ଦୋରା,ମହେନ୍ଦ୍ର କୁମାର ପାତ୍ର ଙ୍କୁ ହୃଦୟରୁ ସାଧୁବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post